PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

କୋଭିଡ୍-୧୯ ଟିକା ବଣ୍ଟନରେ ପାତରଅନ୍ତର କରୁଛନ୍ତି କେନ୍ଦ୍ର ସରକାର; ମମତା ବାନାର୍ଜୀ

pic-indiatoday

କୋଲାକାତା: କରୋନା ଭ୍ୟାକ୍ସିନ ବଣ୍ଟନ ନେଇ କେନ୍ଦ୍ର ଉପରେ ପାତରଅନ୍ତର ଅଭିଯୋଗ ଲଗାଇଲା ପଶ୍ଚିମଙ୍ଗ। କେନ୍ଦ୍ର ସରକାର କେବଳ ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଅଧିକ ଟିକା ଦେଉଛନ୍ତି ହେଲେ ବେଙ୍ଗଲକୁ ଟିକା ମିଳୁନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବୁଲାଇ ବଙ୍କାଇ ଏପରି ଅଭିଯୋଗ କରିଛନ୍ତି। ଛୋଟ ରାଜ୍ୟଗୁଡ଼ିକ ପଶ୍ଚିମବଙ୍ଗ ଠାରୁ ଅଧିକ ଟିକା ପାଉଛନ୍ତି ବୋଲି ମମତା କହିଛନ୍ତି। ସେ କହିଛନ୍ତି “ଗୁଜରାଟ ପଶ୍ଚିମବଙ୍ଗ ଠାରୁ ଛୋଟ ହେଲେ ତାକୁ ଡବଲ କରୋନା ଟିକା ଦିଆଯାଇଛି। ତେବେ ମୋରେ ଏଥିରେ କୌଣସି ସମସ୍ୟା ନାହିଁ। କିନ୍ତୁ ମୋ ରାଜ୍ୟକୁ ଯଥେଷ୍ଟ ପରିମାଣରେ ଟିକା ମିଳିପାରୁନି ମୋରେ ସମସ୍ୟା ସେଠି ରହିଛି।”

ସେହିପରି ବିଜେପି ଶାସିତ ଅନ୍ୟ ଏକ ରାଜ୍ୟର ଉଦାହରଣ ଦେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ମମତା। ସେ କହିଛନ୍ତି “କର୍ଣ୍ଣାଟକାର ଜନସଂଖ୍ୟା ୪ କୋଟି ହେଲେ ବେଙ୍ଗଲର ଜନସଂଖ୍ୟା ୧୧ କୋଟି ତେବେ ବି ଆମକୁ କମ୍‌ ଟିକା ଦିଆଯାଇଛି।” କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଏଭଳି ଟାର୍ଗେଟ୍ କରିବା ସହିତ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କ ଭିତରେ ଏପରି ଭେଦଭାବ କରନ୍ତୁ ନାହିଁ ବୋଲି ମମତା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକା ରାଜ୍ୟ ଟିକା ପାଇବାର ଅଧିକାର ରହିଛି। କିନ୍ତୁ ବେଙ୍ଗଲର ଲୋକ ସମସ୍ୟା ଭୋଗୁଛନ୍ତି। ଯଦି ସେ ଟିକା ନପାଇବେ ତେବେ କେମିତି ରାଜ୍ୟବାସୀଙ୍କର ଟିକାକରଣ ହେବ ବୋଲି ମମତା କହିଛନ୍ତି। ତା ଛଡ଼ା ଟିକାକରଣରେ ବେଙ୍ଗଲ ନମ୍ବର ୱାନ୍‌ରେ ରହିଛି ବୋଲି ମମତା କହିଛନ୍ତି। ଅନ୍ୟପଟେ ରାଜ୍ୟରେ କରୋନା ସ୍ଥିତି ନେଇ ମମତା ଲୋକଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଥିବା ବେଳେ ଦୁର୍ଗାପୂଜା ପରେ ସ୍କୁଲ୍ ଖୋଲିପାରେ ବୋଲି ମମତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର