PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ – ଯଶବନ୍ତ ଜେଠୱା ହେଲେ ନୂଆ ଭିଜିଲାନ୍ସ ନିର୍ଦ୍ଦେଶକ , ଅରୁଣ ବୋଥ୍ରା ପରିବହନ କମିଶନର
  • ||
  • ସରିଲା ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ , ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ , ଉପସ୍ଥିତ ଥିଲେ ଜମ୍ମୁ-କଶ୍ମୀରର ୧୪ ନେତା
  • ||
  • ଭୁବନେଶ୍ବର: ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା, ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ
  • ||
  • କଟକ: ନକଲି ମେଡ଼ିସିନ ଜବତ ଘଟଣା, କଟକ ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ଜେନା
  • ||
  • ପୁରୀ: ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ଟିଭି ପରଦା ଦର୍ଶନ କରୁଛନ୍ତି ଭକ୍ତ
  • ||
  • ଖୋର୍ଦ୍ଧା: ଟାଙ୍ଗୀ ଟୋଲ ଗେଟ୍ ନିକଟରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଫ୍ଲାଇଙ୍ଗ ସ୍କ୍ବାର୍ଡ, ଚାଲାଣ କାରୀ ଗିରଫ
  • ||
  • ମାଲକାନଗିରି: ଜୟପୁର ୩୨୬ ନମ୍ୱର ଜାତୀୟ ରାଜପଥ ପାଙ୍ଗାମ ପୋଲ ତଳକୁ ଖସିପିଡ଼ିଲା କାର,୫ ଆହତ,୨ ଗୁରୁତର
  • ||
  • କଟକ: ଶୁକ୍ରବାର ସନ୍ଧ୍ୟା ୬ଟା ପରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ, ୨ଟି ୱେବସାଇଟରେ ଉପଲବ୍ଧ ହେବ ଫଳ
  • ||
  • ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ, ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧା ମୂର୍ତ୍ତି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୬୫୦ କରୋନା ପଜିଟିଭ୍
  • ||
  • ପୁରୀ : ଏଥର ବି ସ୍ନାନପୂର୍ଣ୍ଣିମାରେ ଛେରା ପହଁରା କରିବେ ନାହିଁ ଗଜପତି ମହାରାଜ, ନୀତି ସମ୍ପାଦନ କରିବେ ମୁଦିରସ୍ତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି, ଟିଭି ପରଦାରେ ଅପୂର୍ବ ଗଜାନନ ବେଶ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ନିୟମିତ ବର୍ଷିପାରେ
  • ||

କାଲି ମୋଦିଙ୍କ ‘ପରୀକ୍ଷା ପେ ଚର୍ଚା’: ଭାଗ ନେଉଛନ୍ତି ଓଡ଼ିଶାର ୮ ପୁଅ ଓ ୯ ଝିଅ

ଦିଲ୍ଲୀ ୨୮/୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକଙ୍କ ସହ ଭାବବିନିମୟ କରିବେ ‘ପରୀକ୍ଷା ପେ ଚର୍ଚା’। କାରଣ ଆଗକୁ ଆସୁଛି ପରୀକ୍ଷା । ଏହି ଆଲୋଚନାରେ ପିଲାଙ୍କ ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କୁ ପରୀକ୍ଷା ପ୍ରସ୍ତୁତି ନେଇ କିଛି ଟିପସ ଦେବେ ମୋଦି । ତାଲକୋଟ୍ରା ଷ୍ଡାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ଦେଶର ଅନେକ ଛାତ୍ରଛାତ୍ରୀ ଯୋଗଦେଇଥାନ୍ତି । କାର୍ଯ୍ୟକ୍ରମରେ ଓଡିଶାର ୩୦ ଜିଲ୍ଲା ରୁ ୧୭ ଜଣ ଛାତ୍ରଛାତ୍ରୀ ଯୋଗ ଦେବେ। ଦେଶର ପାଖାପାଖି ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ବେଶ ଉତ୍ସାହିତ ଥିବା ବେଳେ ପରୀକ୍ଷାକୁ ନେଇ ପ୍ରଶ୍ନ ମଧ୍ୟ ପ୍ରସ୍ତୁତ କରିଛନ୍ତି ଛାତ୍ରଛାତ୍ରୀ । ଏହା ପରେ ୧୦ ମିନିଟ୍ ର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର