PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ଚନ୍ଦ୍ର କକ୍ଷରେ ବର୍ଷେ ପୂରଣ କଲା ଚନ୍ଦ୍ରଯାନ-୨: ୭ ବର୍ଷ ପାଇଁ ପର୍ଯ୍ୟାପ୍ତ ପରିମାଣର ରହିଛି ଇନ୍ଧନ

ବେଙ୍ଗାଲୁରୁ,୨୧/୦୮: ଭାରତର ଦ୍ୱିତୀୟ ମୁନ୍‌ ମିଶନ ‘ଚନ୍ଦ୍ରଯାନ-୨’ ଚନ୍ଦ୍ର ଚାରିପାଖରେ ଗୁରୁବାର ୧ ବର୍ଷ ପୂରଣ କରିଛି। ଏଥିରେ ଖଞ୍ଜାଯାଇଥିବା ସମସ୍ତ ଯନ୍ତ୍ରପାତି ଠିକ୍‌ ରହିଛି ଏବଂ ଭଲ ଭାବେ କାମ ବି କରୁଛି । ଚନ୍ଦ୍ରଯାନ-୨ରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ରହିଛି, ଯାହା କି ୭ ବର୍ଷ ପାଇଁ କାମରେ ଆସିପାରିବ ।

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି । ୨୦୧୯ ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ହୋଇଥିଲା । ଅଗଷ୍ଟ ୨୦ରେ ଅର୍ଥାତ୍‌ ଠିକ୍‌ ବର୍ଷେ ତଳେ ଏହା ଚନ୍ଦ୍ରର କକ୍ଷପଥରେ ପହଞ୍ଚିଥିଲା । ଏ ନେଇ ଇସ୍ରୋ କହିଛି ଯେ ଯଦିଓ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ୍‌ କରିବାରେ ବିଫଳ ହୋଇଥିଲା, କିନ୍ତୁ ଅର୍ବିଟର ସଫଳତା ପୂର୍ବକ ଚନ୍ଦ୍ର କକ୍ଷରେ ସ୍ଥାନିତ ହୋଇଥିଲା । ଏଥିରେ ୮ଟି ବୈଜ୍ଞାନିକ ଉପକରଣ ଖଞ୍ଜାଯାଇଥିଲା । ଅର୍ବିଟର ଚନ୍ଦ୍ର ଚାରିପାଖରେ ୪,୪୦୦ ଅର୍ବିଟ୍‌ଠାରୁ ଅଧିକ ପୂରଣ କରିଛି । ସମସ୍ତ ଉପକରଣ ଭଲ ଭାବେ କାମ କରୁଛି ।

ସମ୍ବନ୍ଧିତ ଖବର