ବେସରକାରୀ କମ୍ପାନିରେ ଚାକିରୀ କରୁଛନ୍ତି କହି ବେଶ୍ୟାବୃତ୍ତି କରୁଛନ୍ତି ଏହି ଯୁବତୀମାନେ

ରାୟପୁର ୨।୫: ସିବିଲ୍ ଲାଇନ୍ ଥାନା ଅନ୍ତର୍ଗତ ପଣ୍ଡରୀ ସ୍ଥିତ ଶ୍ୟାମ ପ୍ଲାଜାରେ ସଂଞ୍ଚାଳିତ ହେଉଥିବା ସ୍ପା ସେଣ୍ଟରରେ ବଡ଼ି ମସାଜ କରିବାରେ ଆଳରେ ଦେହ ବ୍ୟାପର ଖୁଲାସା ଏବେ ସାମ୍ନାକୁ ଆସିଛି। ଏଥିରେ ପୁଲିସ ସ୍ପା ସେଣ୍ଟର ସଞ୍ଚାଳକକୁ ଗିରଫ କରିଛି। ଏନେଇ ସିକିମ୍, ମଣିପୁରର ଚରିଜଣ ଯୁବତୀଙ୍କୁ କୋର୍ଟ ଚାଲାଣ କରି ଜେଲ ପଠାଇ ଦିଆଯାଇଛି।

ପୁଲିସର ପଚରାଉଚରା ପରେ ଜଣାପଡ଼ିଛି କି, ଯୁବତୀ ନିଜ ସମ୍ପର୍କୀୟଙ୍କୁ ଏହା କହି ଧୋକା ଦେଉଛି ଯେ, ସେ ଏକ ବେସରକାରୀ କମ୍ପାନିରେ ଚାକିରି କରୁଛି। କିନ୍ତୁ ଏପଟେ ଟଙ୍କା କମାଇବା ଲୋଭରେ ଦେହ ବ୍ୟାପର କରୁଛି ତାହା ସେମାନଙ୍କୁ ଜଣା ନଥିଲା। ମହଙ୍ଗା ମହଙ୍ଗା କପଡ଼ା ପିନ୍ଧିବା, ଦାମୀ ଗାଡ଼ିରେ ବୁଲିବା ତଥା ନିଜର ସୈାକକୁ ପୁରା କରିବା ପାଇଁ ଯୁବତୀମାନେ ଏମିତି ଦେହ ବେପାର କରୁଥିଲେ। ଏହି ବାଧ୍ୟତା ସେମାନଙ୍କ ପାଇଁ ପେଶା ପାଲଟିଯାଇଛି।

ସିବିଏଲ ଲାଇନ୍ ସିଏସପି ଅଭିଷେକ ମାହେଶ୍ବରୀ କହିଛନ୍ତି, ଏହି ସ୍ପା ସେଣ୍ଟରରେ ବିଭିନ୍ନ ରାଜ୍ୟରୁ ଯୁବତୀମାନେ ଆସି ଏଠାରେ ଦେହ ବ୍ୟାପର କରିଥାନ୍ତି। ଏ ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ଏବେ ତନାଘନା ଆରମ୍ଭ କରିଛି।


   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା