PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଏଣିକି ଚେକ୍ ବାଉନ୍ସ ଭାରି ପଡିବ, ବଢୁଥିବା ମାମଲାର ସମାଧାନ ପାଇଁ କୋର୍ଟଙ୍କ ନୂଆ ନିର୍ଦ୍ଦେଶ

https://www.tv9hindi.com/

ନୂଆଦିଲ୍ଲୀ ୫/୩: ଚେକ୍ ବାଉନ୍ସ ମାମଲା ବଢିବାପରେ ସୁପ୍ରିମକୋର୍ଟ ଏଥିପାଇଁ କଡା ନିର୍ଦ୍ଦେଶ ଶୁଣାଇଛନ୍ତି ।  Negotiable Instruments Act, 1881 ଅନୁସାରେ ଚେକ୍ ବାଉନ୍ସ ମାମଲାକୁ କ୍ରିମିନାଲ୍ ଅଫେନ୍ସ କୁହାଯାଇଛି । ଏବେ କୋର୍ଟ ଚାହୁଁଛନ୍ତି ଯେ ଏମିତି ମାମଲାର ଖୁବ୍ ଶୀଘ୍ର ଫଇସଲା ହୋଇଯାଉ । ସୁପ୍ରିମକୋର୍ଟ ଗୁରୁବାର ଅଦାଲତରେ ଏମିତି ୩୫ ଲକ୍ଷରୁ ଅଧିକ ପଡିରହିଥିବା ମାମଲାକୁ ଅତି ‘ବିଚିତ୍ର’ ସ୍ଥିତି ବୋଲି କହିଛନ୍ତି ଏବଂ କେନ୍ଦ୍ର ସରକାରଙ୍କୁ ଏମିତି ସମସ୍ୟାରୁ ମୁକୁଳିବା ପାଇଁ ଏକ ଖାସ୍ ଅବଧି ପାଇଁ ଅତିରିକ୍ତ ଅଦାଲତ ଗଠନ ପରାମର୍ଶ ଦେଇଛନ୍ତି ।

ଚିଫ୍ ଜଷ୍ଟିସ୍ ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସମ୍ବିଧାନର ଅନୁଚ୍ଛେଦ ୨୪୭ ଅନୁସାରେ କେନ୍ଦ୍ର ସରକାର ଚେକ୍ ବାଉନ୍ସ ମାମଲାରୁ ମୁକ୍ତି ପାଇବା ପାଇଁ ଅଧିକାର ପ୍ରାପ୍ତ ଏବଂ ତାଙ୍କ କର୍ତ୍ତବ୍ୟ ମଧ୍ୟ । ସମ୍ବିଧାନର ଅନୁଚ୍ଛେଦ ୨୪୭ ସଂସଦକୁ ଏହି ଅଧିକାର ଦେଇଥାଏ ଯେ ତା ଦ୍ୱାରା ପ୍ରସ୍ତୁତ ନୂଆ ଆଇନକୁ ଉତ୍ତମ ପ୍ରଶାସନ ପାଇଁ ସେ କିଛି ଅତିରିକ୍ତ ଅଦାଲତ ଗଠନ କରିପାରିବ ।

ଖଣ୍ଡପୀଠ କହିଛନ୍ତି ଯେ ‘ଆଇନ ବିୃତ ହେବା ଯୋଗୁଁ ଏମିତି ମାମଲା ଲମ୍ବା ସମୟ ଧରି ପଡିରହୁଛି ଏବଂ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏଭଳି ମାମଲାରୁ ମୁକୁଳିବା ପାଇଁ ଆପଣ ଏକ ନିଶ୍ଚିତ ଅବଧି ପାଇଁ ଅତିରିକ୍ତ ଅଦାଲତ ସ୍ଥାପନା କରିପାରିବେ ।’ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ କେନ୍ଦ୍ର ଏମିତି ମାମଲାର ସମାଧାନ ପାଇଁ ଜଣେ ସେବା ନିବୃତ୍ତ ନ୍ୟାୟାଧିଶ ବା ମାମଲାର କୌଣସି ବିଶେଷଜ୍ଞଙ୍କୁ ମଧ୍ୟ ନିଯୁକ୍ତ କରିପାରିବେ ।

ସମ୍ବନ୍ଧିତ ଖବର