PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଛତିଶଗଡ଼ ବିଧାୟକଙ୍କ ଗାଡ଼ିକୁ ବିସ୍ଫୋରଣ କରି ଉଡାଇଲେ ନକ୍ସଲ, ବିଧାୟକଙ୍କ ସମେତ ୫ ଯବାନ ମୃତ

 ରାୟପୁର/ ନୂଆଦିଲ୍ଲୀ ୯।୪: ଛତିଶଗଡ଼ର ଦାନ୍ତେଓ୍ଵାଡ଼ା ଠାରେ ଆଜି ଅପରାହ୍ଣରେ ବିଧାୟକ ଭୀମା ମାଣ୍ଡଭୀଙ୍କ କାରକେଡ୍‌କୁ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରି ଉଡାଇ ଦେଇଛନ୍ତି। ଏହି ନକ୍ସଲ ହାମ୍‌ଲାରେ ବିଧାୟକ ମାଣ୍ଡଭୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ସମେତ ୫ ଜଣ ସିଆରପିଏଫ୍‌ ଯବାନ ଶହୀଦ ହୋଇଥିବା ଛତିଶଗଡ଼ ପୁଲିସ୍‌ ଡିଜି ଗଣମାଧ୍ୟମକୁ କହିଛନ୍ତି।

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ସଂପୃକ୍ତ ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି। ବିଧାୟକ ମାଣ୍ଡଭୀଙ୍କର ମୋବାଇଲ ଫୋନ୍‌ ଲାଗୁ ନଥିବାରୁ ତାଙ୍କ ସଂପର୍କରେ କିଛି କୁହାଯାଇ ପାରିବ ନାହିଁ ବୋଲି ଛତିଶଗଡ଼ ପୁଲିସ୍‌ ଡିଜି ଡିଏମ୍‌ ଅଓ୍ଵସ୍ତି କହିଛନ୍ତି।

ସମ୍ବନ୍ଧିତ ଖବର