ଆମ୍ବୁଲାନ୍ସ କର୍ମଚାରୀ ବହିଷ୍କୃତ : ଚରମ ଅବହେଳା ପାଇଁ ଚାଲିଗଲା ବର୍ଷକର ଶିଶୁପୁତ୍ରର ଜୀବନ

ଭୁବନେଶ୍ୱର,୧୨।୮: ବାରିପଦାରେ ରୋଗୀଙ୍କୁ ଅଧାବାଟରେ ଅଟକାଇ ଢାବାକୁ ଯାଇ ଭୋଜନ କରିଥିବା ଅଧିକାରୀଙ୍କ ବିରୋଧରେ କଠୋର ହୋଇଛନ୍ତି ସରକାର । ମେଡିକାଲ ଟେକ୍ନିସିଆନଙ୍କୁ ଚାକିରିରୁ ବିଦା କରିଛି ସ୍ୱାସ୍ଥ୍ୟ ବିଭାଗ । ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ୧୦୮ ଆମ୍ବୁଲାନ୍ସରେ ରୋଗୀକୁ ହସ୍ପିଟାଲ୍‌ ନେବାବେଳେ ଆମ୍ବୁଲାନ୍ସ କର୍ମଚାରୀ ଢାବା ନିକଟରେ ଗାଡ଼ି ରଖି ଦୁଇ ଘଣ୍ଟା ଖାଇବାକୁ ଯାଇଥିଲେ । ଫଳରେ ଆମ୍ବୁଲାନ୍ସରେ ଶିଶୁଟି ଛଟପଟ ହୋଇ ଜୀବନ ଚାଲି ଯାଇଥିଲା ।

   ସମ୍ବନ୍ଧିତ ଖବର


ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ