PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ହାଇଟେକ୍‌ରେ ଖୋଲିଲା ଶିଶୁସ୍ନାୟୁ ରୋଗ ବିଭାଗ

ଉତ୍ତର ଭୁବନେଶ୍ୱର,୨୧ା୪(ଆ.ପ୍ର.): ହାଇଟେକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଶିଶୁ ସ୍ନାୟୁରୋଗ ବିଭାଗ ଖୋଲିଛି । ଏହାବ୍ୟତୀତ ଭାରତୀୟ ମେଡ଼ିକାଲ ଆସୋସିଏସନ(ଆଇଏମଏ)ର ଶିଶୁ ସ୍ନାୟୁରୋଗ ବିଭାଗ ଓଡ଼ିଶା ଶାଖାର ଏକ କାର୍ଯ୍ୟାଳୟ ମଧ୍ୟ ଏଠାରେ ଖୋଲାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦଘାଟନୀ ଉତ୍ସବରେ ହାଇଟେକ ଗ୍ରୁପ ସିଇଓ ଡାକ୍ତର ଭୀଷ୍ମପ୍ରସାଦ ରଥ ଯୋଗଦେଇ ଶିଶୁସ୍ନାୟୁ ରୋଗ ବିଭାଗକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଡାକ୍ତର କେ.ପି. ସରାଭାଇ, ଡାକ୍ତର ବସନ୍ତ ଖାଲତକର, ଡା. ସସ୍ମିତ ଦେବୀ, ଡା. ଅନ୍ତର୍ଯ୍ୟାମୀ ନନ୍ଦ, ଡା. ସସ୍ମିତ ଦେବୀ ଅଗ୍ରୱାଲ, ଡା. କେ.ପି. ବିନାୟକ, ଡା. ସୁବାସିନୀ ଶର୍ମାଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରରୁ ପ୍ରାୟ ୧୨ହରୁ ଊଦ୍ଧ୍ୱର୍ ବିଭାଗର ଡାକ୍ତର ଯୋଗଦେଇଥିଲେ । ଏଥିରେ ଶିଶୁମାନଙ୍କର ସ୍ନାୟୁ ଜନିତ ବିଭିନ୍ନ ରୋଗର ପରିଚାଳନା ଓ ଚିକିତ୍ସା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉତ୍ସବକୁ ଆଇଏମଏ ଓଡ଼ିଶା ଶାଖାର ଶିଶୁସ୍ନାୟୁରୋଗର ପ୍ରଥମ ସମ୍ମିଳନୀ ବୋଲି ମତପ୍ରକାଶ ପାଇଥିଲା ।