PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଆଶ୍ଚର୍ଯ୍ୟ ! ଏଠାରେ ନିଜ ପିଲାଙ୍କୁ କୁକୁଡ଼ା ରକ୍ତ ଇଞ୍ଜେକ୍ସନ ଦେଉଛନ୍ତି ପିତା–ମାତା, ଏହାର କାରଣ ଜାଣନ୍ତୁ

ଚୀନ୍‌- ଚାଇନାର ଲୋକେ ନିଜର ଅଜବଗଜବ ଖାଦ୍ୟ ପେୟକୁ ନେଇ ସାରା ବିଶ୍ୱରେ ବଦନାମ୍‌ର ଭାର ମୁଣ୍ଡେଇଛନ୍ତି । କୁହାଯାଏ କି ଚୌକି ଟେବୁଲକୁ ଛାଡ଼ି ଦେଲେ ଚୀନ୍‌ ସବୁକିଛି ଖାଇପାରେ । ଏହି ସମୟୟରେ ଦିନର କିଛି ଏମିତି ଏକ ମାମଲା ଚର୍ଚ୍ଚାର ବିଷୟ ସାଜିଛି । ମିଡ଼ିଆ ରିପୋର୍ଟ ମୁତାବିକ୍‌ ଏହି ସମୟରେ ଚୀନ୍‌ର ଲୋକେ ନିଜ ପିଲାଙ୍କୁ ସୁପର କିଡ୍‌ କରିବା ପାଇଁ ଚିକେନ୍‌ ପାରେଣ୍ଟିଂର ସାହାରା ନେଉଛନ୍ତି। ଏହି ନାଁ ଶୁଣି ଆପଣଙ୍କୁ ଅଡ଼ୁଆ ଲାଗିପାରେ । କୁହାଯାଉଛି କି ଏହି ପାରେଣ୍ଟିଂ ଏହା କି ପିଲାଙ୍କୁ କୁକୁଡ଼ାର ରକ୍ତ ଇଞ୍ଜେକସନ ଲଗାଯାଏ । ଯେଉଁଥିରେ ତାଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସସମ୍ୟା ଦୂର ହେଉଛି ।

What Is Chicken Blood Therapy?

ସିଙ୍ଗାପୁର ପୋଷ୍ଟ ମୁତାବିକ୍‌ , ଏକ ରିପୋର୍ଟରେ ଦାବି କରାଯାଇଛି କି ଚୀନରେ ପିଲାଙ୍କ ଶରୀରରୁ ଫୂର୍ତ୍ତି କରିବା ପାଇଁ ତାଙ୍କୁ କୁକୁଡ଼ାର ରକ୍ତ ଇଞ୍ଜେକ୍ସନ  ଦିଆଯାଉଛି । ଏହାସହ ଏହା ବି ଦାବି କରାଯାଇଛି କି ଏଥିରେ ପିଲାଙ୍କ ଠାରେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ଦୂର ହେଉଛି । ରିପୋର୍ଟରେ କୁକୁଡ଼ାର ରକ୍ତ  ଇଞ୍ଜେକ୍ସନକୁ ନେଇ ଅନେକ ପ୍ରକାରର ଦାବି କରାଯାଇଛି । ଯେଉଁଥିରେ ଏହି ଇଞ୍ଜେକ୍ସନକୁ ନେବା ପରେ କ୍ୟାନସର ଓ କେଶ ଝଡ଼ାରୁ ମଧ୍ୟ ମୁକ୍ତି ମିଳିପାରେ ।

கோழி ரத்தத்தை ஊசி மூலம் குழந்தைகளுக்கு கொடுக்கும் பெற்றோர்… பகீர் சம்பவம்!  - தமிழ் News - IndiaGlitz.com

ଏହା ବ୍ୟତୀତ କୁକୁଡ଼ା ରକ୍ତରେ ଷ୍ଟେରଏଡ୍‌ ତିଆରି ହୁଏ ,ଯାହା ପିଲାଙ୍କ ପାଠପଢ଼ା ସହ  ଖେଳକୁଦରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ସାହାଯ୍ୟକାରୀ ହୋଇପାରେ । ଏହି କ୍ରମରେ ଚୀନ୍‌ରେ ନିଜ ନିଜ ପିଲାକୁ ସୁପର କିଡ୍‌ କରିବାର ନିଶା ଘାରିଛି । ଏହି କାରଣରୁ ଏଠାରେ ଚିକେନ୍‌ ବେବିର କ୍ରେଜ୍‌ ବଢ଼ି ଚାଲିଛି ।

ସମ୍ବନ୍ଧିତ ଖବର