ପ୍ରମୁଖ ଖବର
  • ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ: ଦ୍ୱିତୀୟ ଦଫା ଭୋଟ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ୧୨ ରାଜ୍ୟର ମୋଟ ୮୮ ଆସନରେ ମତଦାନ
  • ||

ଆଶ୍ଚର୍ଯ୍ୟ ! ଏଠାରେ ନିଜ ପିଲାଙ୍କୁ କୁକୁଡ଼ା ରକ୍ତ ଇଞ୍ଜେକ୍ସନ ଦେଉଛନ୍ତି ପିତା–ମାତା, ଏହାର କାରଣ ଜାଣନ୍ତୁ

ଚୀନ୍‌- ଚାଇନାର ଲୋକେ ନିଜର ଅଜବଗଜବ ଖାଦ୍ୟ ପେୟକୁ ନେଇ ସାରା ବିଶ୍ୱରେ ବଦନାମ୍‌ର ଭାର ମୁଣ୍ଡେଇଛନ୍ତି । କୁହାଯାଏ କି ଚୌକି ଟେବୁଲକୁ ଛାଡ଼ି ଦେଲେ ଚୀନ୍‌ ସବୁକିଛି ଖାଇପାରେ । ଏହି ସମୟୟରେ ଦିନର କିଛି ଏମିତି ଏକ ମାମଲା ଚର୍ଚ୍ଚାର ବିଷୟ ସାଜିଛି । ମିଡ଼ିଆ ରିପୋର୍ଟ ମୁତାବିକ୍‌ ଏହି ସମୟରେ ଚୀନ୍‌ର ଲୋକେ ନିଜ ପିଲାଙ୍କୁ ସୁପର କିଡ୍‌ କରିବା ପାଇଁ ଚିକେନ୍‌ ପାରେଣ୍ଟିଂର ସାହାରା ନେଉଛନ୍ତି। ଏହି ନାଁ ଶୁଣି ଆପଣଙ୍କୁ ଅଡ଼ୁଆ ଲାଗିପାରେ । କୁହାଯାଉଛି କି ଏହି ପାରେଣ୍ଟିଂ ଏହା କି ପିଲାଙ୍କୁ କୁକୁଡ଼ାର ରକ୍ତ ଇଞ୍ଜେକସନ ଲଗାଯାଏ । ଯେଉଁଥିରେ ତାଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସସମ୍ୟା ଦୂର ହେଉଛି ।

{"width":805,"height":452}
What Is Chicken Blood Therapy?

ସିଙ୍ଗାପୁର ପୋଷ୍ଟ ମୁତାବିକ୍‌ , ଏକ ରିପୋର୍ଟରେ ଦାବି କରାଯାଇଛି କି ଚୀନରେ ପିଲାଙ୍କ ଶରୀରରୁ ଫୂର୍ତ୍ତି କରିବା ପାଇଁ ତାଙ୍କୁ କୁକୁଡ଼ାର ରକ୍ତ ଇଞ୍ଜେକ୍ସନ  ଦିଆଯାଉଛି । ଏହାସହ ଏହା ବି ଦାବି କରାଯାଇଛି କି ଏଥିରେ ପିଲାଙ୍କ ଠାରେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ଦୂର ହେଉଛି । ରିପୋର୍ଟରେ କୁକୁଡ଼ାର ରକ୍ତ  ଇଞ୍ଜେକ୍ସନକୁ ନେଇ ଅନେକ ପ୍ରକାରର ଦାବି କରାଯାଇଛି । ଯେଉଁଥିରେ ଏହି ଇଞ୍ଜେକ୍ସନକୁ ନେବା ପରେ କ୍ୟାନସର ଓ କେଶ ଝଡ଼ାରୁ ମଧ୍ୟ ମୁକ୍ତି ମିଳିପାରେ ।

கோழி ரத்தத்தை ஊசி மூலம் குழந்தைகளுக்கு கொடுக்கும் பெற்றோர்… பகீர் சம்பவம்!  - தமிழ் News - IndiaGlitz.com

ଏହା ବ୍ୟତୀତ କୁକୁଡ଼ା ରକ୍ତରେ ଷ୍ଟେରଏଡ୍‌ ତିଆରି ହୁଏ ,ଯାହା ପିଲାଙ୍କ ପାଠପଢ଼ା ସହ  ଖେଳକୁଦରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ସାହାଯ୍ୟକାରୀ ହୋଇପାରେ । ଏହି କ୍ରମରେ ଚୀନ୍‌ରେ ନିଜ ନିଜ ପିଲାକୁ ସୁପର କିଡ୍‌ କରିବାର ନିଶା ଘାରିଛି । ଏହି କାରଣରୁ ଏଠାରେ ଚିକେନ୍‌ ବେବିର କ୍ରେଜ୍‌ ବଢ଼ି ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.