PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଚୀନର ଭାଙ୍ଗିଲା ମୁଁହ ଫୁଟାଣି, ବିଶ୍ଵସ୍ତରରେ ଛବି ସୁଧାରିବାକୁ କୁଟନୀତିଜ୍ଞଙ୍କୁ ଜିନପିଙ୍ଗଙ୍କ ପରାମର୍ଶ

ବେଜିଂ,୩।୬: କରୋନା ଭାଇରସର ଉତ୍ପତ୍ତିକୁ ନେଇ ଚାରି ଆଡୁ ଘେରି ରହିଥିବା ଚୀନ୍ ଆଜିକାଲି ନରମ ଆଭିମୁଖ୍ୟ ଗ୍ରହଣ କରୁଥିବାର ଦେଖିବାକୁ ମିଳୁଛି । ନିକଟରେ ରାଷ୍ଟ୍ରପତି ସି ଜିନପିଙ୍ଗ ଚୀନ୍‌ର ସରକାରୀ ଗଣମାଧ୍ୟମ ଓ କୂଟନୀତିଜ୍ଞଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଉନ୍ନତ ଯୋଗାଯୋଗ ପାଇଁ ଏକ ନରମ ଆଭିମୁଖ୍ୟ ଗ୍ରହଣ କରିବାକୁ ଅପିଲ କରିଛନ୍ତି। ବିଶେଷଜ୍ଞଙ୍କ ମତରେ କରୋନା କାରଣରୁ ସାରା ବିଶ୍ୱ ବେଜିଂକୁ ଏକ ପ୍ରକାର ଏକଘରିଆ କରିବା ପରେ ଚୀନ୍ ଟିକେ ନରମ ପଡିଛିl

ମାଓ ଜେଡୋଙ୍ଗଙ୍କ ପରେ ଚୀନ୍‌ର ସବୁଠାରୁ ଶକ୍ତିଶାଳୀ ନେତା ଭାବରେ ଜିନପିଙ୍ଗ ରହିଛନ୍ତି । ଦେଶରେ ତାଙ୍କର ଛବି ଖୁବ ଭଲl ସେ ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିପିସି) ପଲିଟବୁରୋର ଏକ ଅଧିବେଶନରେ କହିଛନ୍ତି, ଚୀନର କଥାକୁ ବିନମ୍ର ଭାବରେ କହିବା ଦରକାର l ସମସ୍ତଙ୍କର ହୃଦୟ ଜିତିବା ଏବଂ ଆନ୍ତର୍ଜାତୀୟ ସ୍ତରରେ ବନ୍ଧୁତା ବୃଦ୍ଧି କରିବା ଜରୁରୀ ଅଟେ ବୋଲି ଜିନପିଙ୍ଗ କହିଛନ୍ତି l