ଚୋରି କରି ହଟହଟା ହେଲେ ଯୁବକ

ନୀଳଗିରି ୪/୮: ମିତ୍ରପୁର ଅଂଚଳରେ ଚୋରି କରି ଧରାପଡିବା ପରେ ହଟହଟା ହେଲେ ଯୁବକ । ମିତ୍ରପୁର ଠାରେ ଆଜି ଜଣେ ବିଦ୍ୟୁତ କର୍ମଚାରୀଙ୍କ ଠାରୁ ସେହି ଅଂଚଳର ଠେଲା (ଡାକ ନାମ)ନାମକ ଯୁବକ ଯନ୍ତ୍ରପାତି ଚୋରି କରିନେଇଥିଲେ । କର୍ମଚାରୀ ଜଣକ ଖୋଜାଖୋଜି ପରେ ତାଙ୍କର ଜିନିଷ ନପାଇବାରୁ ଠେଲାକୁ ସନ୍ଦେହ କରିଥିଲେ । ପରେ ତା ପାଖରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିଲା । ଉତ୍ତମ ମଧ୍ୟମ ବସିବା ଆଗରୁ ଚୋର ଜଣକ ତାର ଦୋଷ ସ୍ୱୀକାର କରିଥିଲା । ପରେ ସ୍ଥାନୀୟ ନାଏବ ସରପଞ୍ଚ ଓ କିଛି ବ୍ୟକ୍ତିଙ୍କୁ ଜିନିଷପତ୍ର ଫେରାଇ କ୍ଷମା ମାଗିବାପରେ ସେ ଛାଡ଼ ପାଇଥିଲେ।

   ସମ୍ବନ୍ଧିତ ଖବର


ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ଚାଉଳ ଡବାରୁ ମିଳିଲା ଚାରି ଲକ୍ଷ, ଟଙ୍କା ଚୋରି ଅଭିଯୋଗରେ ଜଣେ ଗିରଫ

ବୋଲେରୋକୁ ଧକ୍କା ଦେଇ ଜଳିଗଲା କଣ୍ଟେନର : ଫ୍ଲିପ୍‌କାର୍ଟ ସାମଗ୍ରୀ ନେଇ ମୁମ୍ବାଇରୁ କୋଲକାତା ଯାଉଥିଲା, ୫ ଆହତ

ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା, ଶ୍ରଦ୍ଧାଳୁ ଦେଖିପାରିବେନି ବଡ଼ସିଂହାର ବେଶ

ଓଭର ଟେକ୍‌କୁ ନେଇ ବଚସା, ବସ୍‌ ଉପରକୁ ଗୁଳିମାଡ଼ କରି ଫେରାର ଦୁଇ ଯୁବକ ଓ ଯୁବତୀ

ମୃତ୍ୟୁର ତାଣ୍ଡବ ରଚିଲା ଇଣ୍ଟରସିଟି ଏକ୍ସପ୍ରେସ୍, ଚାଲିଗଲା ୩୧ ମଇଁଷିଙ୍କ ଜୀବନ