ପ୍ରମୁଖ ଖବର
  • ରାଜଧାନୀରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ବାର୍ ଡ୍ୟାନ୍ସରଙ୍କ ମୃତଦେହ ଉଦ୍ଧାର
  • ||
  • ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ୫ ଅଭିଯୁକ୍ତ ଗିରଫ
  • ||
  • ନୀଳଗିରି ବିଜେପିର ମିଶ୍ରଣ ପର୍ବ, ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ବିଜେପିରେ ମିଶିଲେ ଶତାଧିକ ଯୁବକର୍ମୀ
  • ||
  • ଅନ୍ତିମ ଲଢ଼େଇ ପାଇଁ ପ୍ରଚାର ଶେଷ: ଶନିବାର ୫୭ ଲୋକସଭା ଆସନରେ ୯୦୪ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା
  • ||
  • ଅଟୋରେ ଚୋର ଗ୍ୟାଙ୍ଗ୍‌କୁ ବୋହୁଥିଲେ ଟୁଙ୍ଗୁରୁ, ବାନ୍ଧିଲା ପୋଲିସ, ଆଜି ହେବେ କୋର୍ଟ ଚାଲଣ
  • ||
  • ଜମ୍ମୁ-କାଶ୍ମୀରରେ ସେନା-ପୁଲିସ ସଂଘର୍ଷ,୩ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ସମେତ ୧୬ ଜଣଙ୍କ ନାମରେ ମାମଲା
  • ||
  • ନରୱେ ଚେସ୍: ପ୍ରଜ୍ଞାନନ୍ଦାଙ୍କ ଐତିହାସିକ ବିଜୟ, ବିଶ୍ୱର ୧ନଂ ଖେଳାଳି କାର୍ଲସେନଙ୍କୁ ହରାଇ ଶୀର୍ଷରେ
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ୩୫ ଦିନ ପରେ ରେବନ୍ନାଙ୍କୁ ବାନ୍ଧିଲା SIT, କୋର୍ଟରେ ହେବ ହାଜର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ୨୧ ଦିନ ଭିତର ଚନ୍ଦନ ଯାତ୍ରା, ଜୁନ୍ ୨ରେ ଜଳକ୍ରୀଡ଼ା ଏକାଦଶୀ ନୀତି
  • ||
  • ନିର୍ବାଚନ ପ୍ରଚାରରେ ଲାଗିଲା ବ୍ରେକ୍, ଶନିବାର ୬ ଲୋକସଭା ଓ ୪୨ ବିଧାନସଭା ସିଟ୍‌ରେ ମତଦାନ
  • ||
  • ନିର୍ଘାତ ତାତିରେ ଛଟପଟ: ଦିନକରେ ୩୨ ଅଂଶୁଘାତ ମୃତ୍ୟୁ ! ଜୁନ୍‌ ୧୦ ଯାଏ ଜଳିବ ପଶ୍ଚିମ ଓଡ଼ିଶା
  • ||

ଆମେରିକାରୁ ଔଷଧ ପ୍ରତ୍ୟାହାର କଲା ସିପ୍‌ଲା, ମେଡିସିନ୍‌ରେ ମାନୁଫାକଚରିଂରେ ସମସ୍ୟା ରହିଛି

ନୂଆଦିଲ୍ଲୀ,୦୭/୦୫: ଔଷଧରେ ବିଭିନ୍ନ ମାନୁଫାକଚରିଂ ସମସ୍ୟା ଉପୁଜିବା ଯୋଗୁ ଭାରତୀୟ କମ୍ପାନି ସିପ୍‌ଲା ଏବଂ ଗ୍ଲେନମାର୍କ ଆମେରିକା ବଜାରରୁ ନିଜ ଔଷଧ ପ୍ରତ୍ୟାହାର କରିଛନ୍ତି । 

ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆସୋସିଏସନ  (ୟୁଏସ୍‌ଏଫ୍‌ଡିଏ) ରିପୋର୍ଟ ମୁତାବକ,  ସିପ୍‌ଲାର ନ୍ୟୁ ଜର୍ସି ସ୍ଥିତ ସହାୟକ  କମ୍ପାନି ଇପ୍ରେଟ୍ରୋପିୟମ ବ୍ରୋମାଇଡ ଏବଂ ଏବ୍ଲୁଟେରୋଲ ସଲ୍‌ଫେଟ୍‌ ଇନହେଲେସନ ସଲ୍ୟୁଶନର ପ୍ରାୟ ୫୯ ହଜାରରୁ ଉଦ୍ଧ୍ୱର୍ ପ୍ୟାକ୍‌ ମଗାଇବାକୁ ପଡିଛି । ସର୍ଟ ଫିଲ୍‌ କାରଣରୁ ସିପ୍‌ଲା ଏହି ମେଡିସିନ ଗୁଡିକୁ ପ୍ରତ୍ୟାହାର  କରିଥିବା କହିଛି । ପ୍ୟାକେଟ ଗୁଡିକର ଔଷଧର ଧାର୍ଯ୍ୟ ମାତ୍ରାଠାରୁ କମ୍‌ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.