PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ICSE, ISC Board Result 2021: ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷିତ, ୯୯.୯୮% ଛାତ୍ରଛାତ୍ରୀ ପାସ୍

https://www.aajtak.in

ନୂଆଦିଲ୍ଲୀ,୨୪।୭: କାଉନସିଲ୍ ଫର ଦ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏଗଜାମିନେଶନ୍  (CISCE) ପକ୍ଷରୁ ICSE  ଦଶମ, ISC ଦ୍ବାଦଶ ବୋର୍ଡ ରେଜଲ୍ଟ ପ୍ରକାଶ ପାଇଛି। ମଧ୍ୟାହ୍ନ ୩ଟା ବେଳ ରେଜଲ୍ଟ ଘୋଷଣା କରିବା ସହ ବୋର୍ଡ ରେଜଲ୍ଟ ଲିଙ୍କ ଆକ୍ଟିଭ କରିଦେଇଛି।  ଚଳିତ ବର୍ଷ ICSE ରେ ୯୯.୯୮% ପିଲା ପାସ୍ ହୋଇଛନ୍ତି। ସେଭଳି ISCର ପାସ୍ ପର୍ସଣ୍ଟେଜ୍ ୯୯.୭୬ % ରହିଛି। ଚଳିତ ବର୍ଷର ରେଜଲ୍ଟ ଗତ ୨ ବର୍ଷ ତୁଳନାରେ ଭଲ ରହିଚି। ୨୦୨୦ ରେ ୯୯.୯୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ ହୋଇଥିଲେ। ସେଭଳି ୨୦୧୯ ରେ ୯୮.୫୪ % ପାସ୍ ହାର ରହିଥିଲା।

ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ବୋର୍ଡର ଅଫିସିଆଲ ଓ୍ବେବସାଇଟ  www.cisce.org କିମ୍ବା www.results.cisce.org କୁ ଯାଇ ଚେକ୍ କରିପାରିବେ। ଶନିବାର ମଧ୍ୟାହ୍ନରେ ବୋର୍ଡ ୩ ଲକ୍ଷରୁ ଅଧିକ ଛାତ୍ରଙ୍କ ରେଜଲ୍ଟର ଘୋଷଣା କରିଛି।  ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଏସଏମଏସ୍ ଜରିଆରେ ମଧ୍ୟ ପାଇପାରିବେ।

ସମ୍ବନ୍ଧିତ ଖବର