ଚଳିତ ବର୍ଷ ଗାନ୍ଧୀ ଆଗମନର ଶତ ବାର୍ଷିକୀ ପାଳନ ହେବ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ । ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ କହିଲେ ଗାନ୍ଧିଜୀଙ୍କ ଆଦର୍ଶ ଅନୁସରଣ ଅତ୍ୟନ୍ତ ଜରୁରୀ। ଚଳିତ ବର୍ଷ ଗାନ୍ଧୀ ଆଗମନର ଶତ ବାର୍ଷିକୀ ପାଳନ ହେବ ।
ପିପିଲି , ଡେଲାଙ୍ଗ ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ରହିଛି । ବଜେଟ୍ରେ ରାସ୍ତା , ସେଚ ଓ ଭିତ୍ତିଭୂମି ବିକାଶ ଉପରେ ନଜର ଦିଆଯାଇଛି । ପିପିଲିର ବିକାଶ ପାଇଁ ୬୭କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଲେ ।