PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ରାମ ମନ୍ଦିର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତି ଘରୁ ମାଗିଲେ ଏତିକି ଟଙ୍କା ଏବଂ ଗୋଟିଏ ଇଟା

ଝାରଖଣ୍ଡ ୧୪।୧୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଝାରଖଣ୍ଡ ନିର୍ବାଚନ ସଭାରେ ଶୁକ୍ରବାର ଦିନ ରାମ ମନ୍ଦିର ନିର୍ମାଣ କରିବା ପାଇଁ ପ୍ରତି ଘରୁ ଟଙ୍କା ଓ ଇଟା ଦାନ କରିବା ପାଇଁ କହିଛନ୍ତି। ସେ କହିଛନ୍ତି କି, ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ନିଷ୍ପତ୍ତି ସରିଛି।

ଏହି ପୁଣ୍ୟ କାମ ପାଇଁ ଝାରଖଣ୍ଡର ପ୍ରତି ଘରୁ ସହଯୋଗ ଦରକାର। ଏଥୀପେଇଁ ପ୍ରତି ଘରୁ ୧୧ ଟଙ୍କା ଓ ଗୋଟିଏ ଇଟା ଦାନ କରାଯାଉ। ରାମ ମନ୍ଦିରର ୫୦୦ ବର୍ଷ ପୁରୁଣା ବିବାଦ ସମାପ୍ତ ହୋଇସାରିଛି ବୋଲି ସେ କହିଛନ୍ତି । ଏହା ପ୍ରଥମ ଥର ପାଇଁ ହୋଇଛି ଯେ, କୌଣସି ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ମନ୍ଦିର ନିର୍ମାଣରେ ଯୋଗଦାନ ଦେବା ପାଇଁ ସହଯୋଗ ଲୋଡ଼ିଛନ୍ତି। ବହୁତ ଜଲଦୀ ଅଯୋଧ୍ୟାରେ ରାମ ମନ୍ଦି ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର