ଆଜିଠୁ ରାଜଧାନୀର ୩ଟି ଜୋନ୍‌ରେ ମାରାଥନ୍‌ ନମୁନା ସଂଗ୍ରହ, ୫୦ ସଫେଇ କର୍ମୀଙ୍କ ହେଲା ସ୍ବାବ ଟେଷ୍ଟ

ଭୁବନେଶ୍ୱର,୧୮/୪: ବିଏମ୍‌ସିର ୩ଟି ଜୋନ୍‌ରେ ଶନିବାରଠାରୁ ମାରାଥନ୍‌ ନମୁନା ସଂଗ୍ରହ ଆରମ୍ଭ ହେବ । ଆକ୍ଟିଭ୍‌ ସର୍ଭେଲାନ୍ସ ଆଧାରରେ କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯିବ । ଆଜି ବିଏମ୍‌ସି ଉତ୍ତର ଜୋନ୍‌ ଅଧୀନରେ ଭିଏସଏସ୍‌ ନଗର ଓ ଚନ୍ଦ୍ରଶେଖରପୁରରୁ ପ୍ରାୟ ୫୦ଜଣ ସଫେଇ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଛି । କିଛି ବସ୍ତିବାସିନ୍ଦାଙ୍କଠାରୁ ମଧ୍ୟ ନମୁନା ସଂଗ୍ରହ ହୋଇଛି ।

ଆସନ୍ତାକାଲି ଦକ୍ଷିଣ-ପୂର୍ବ ଜୋନ୍‌ ଓ ଦକ୍ଷିଣ ପଶ୍ଚିମ ଜୋନ୍‌ରେ ମଧ୍ୟ ନମୁନା ସଂଗ୍ରହ କରାଯିବ । କାଲି ଗୋଟିଏ ଦିନରେ ୩ଜୋନ୍‌ରେ ପ୍ରାୟ ୧୦୦୦ ନମୁନା ସଂଗ୍ରହ ପାଇଁ ଟାର୍ଗେଟ୍‌ ଅଛି ।

   ସମ୍ବନ୍ଧିତ ଖବର


ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ଏହି ଦେଶର ରାଜା ନିଜ କୁକୁରକୁ କଲେ ଏୟାରଫୋର୍ସ ଚିଫ୍,୨୦ ସେକ୍ସ ସୋଲଜରଙ୍କ ସହ ବିଦେଶରେ ବିତାଉଛନ୍ତି ବିଳାସପୂର୍ଣ୍ଣ ଜୀବନ

ଭାରତକୁ ଆସିବା ପାଇଁ ସମସ୍ତଙ୍କୁ ଅନୁମତି ଦେଲା ଗୃହମନ୍ତ୍ରଣାଳୟ, କେବଳ ଏମାନଙ୍କ ପ୍ରବେଶ ଉପରେ ରହିଛି କଟକଣା

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା