PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

କମିଶନରେଟ୍‌ ପୁଲିସ୍‌ରେ ଛୋଟ ଧରଣର ଅଦଳବଦଳ: ଜାଣନ୍ତୁ କେଉଁ ଇନ୍ସପେକ୍ଟର କେଉଁଠି ଥିଲେ କେଉଁଠି ଗଲେ…

ଭୁବନେଶ୍ୱର,୦୧/୦୬: କମିଶନରେଟ୍‌ ପୁଲିସ୍‌ରେ ଛୋଟ ଧରଣର ଅଦଳବଦଳ ହୋଇଛି । ୨ ଏସିପିଙ୍କ ସହ ୯ ଜଣ ଇନ୍ସପେକ୍ଟର ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରେ ଥିବା କେ.ସି ସେଠୀ ଭୁବନେଶ୍ୱର ଏଚ୍‌ଆରପିସି ଏସିପି ଓ ତୁଷାର ମିଶ୍ରଙ୍କୁ କଟକ ଆଇୟୁସିଡବ୍ଲ୍ୟୁର ଏସିପି ଭାବେ ବଦଳି କରାଯାଇଛି ।

ଇନ୍ସପେକ୍ଟର କେଉଁଠି ଥିଲେ କେଉଁଠି ଗଲେ

ତୃପ୍ତି ରଞ୍ଜନ ଦାସ ସିପି ଅଫିସ୍‌ମଙ୍ଗଳାବାଗ୍‌ ଥାନା
ଆର.ଏନ୍‌ ଭଞ୍ଜ ମଙ୍ଗଳାବାଗ ଥାନା ଲାଲ୍‌ବାଗ୍‌ ଥାନା
ବି.ମହାନ୍ତିସିପି ଅଫିସ୍‌ ମର୍କତ୍ତନଗର ଥାନା
ପି.କେ ନାୟକକର୍ମତ୍ତନଗର ଥାନା ବିଡାନାସି ଥାନା
ରେଣୁବାଳା ତ୍ରିପାଠୀ ସିପି ଅଫିସ୍‌ ଆଇୟୁସିଡବ୍ଲ୍ୟୁ କଟକ
କୃପାସିନ୍ଧୁ ବରଦ ସିପି ଅଫିସ୍‌ ବାଲିପାଟଣା ଥାନା
ରାଧାକାନ୍ତ ସାହୁ ବାଲିପାଟଣା ଥାନା ଏୟାରଫିଲ୍ଡ ଥାନା
ଜେ.ଆର ପତିସିପି ଅଫିସ୍‌ ଭରତପୁର ଥାନା
ଦୁର୍ଗାପ୍ରସାଦ ଜେନା ଭରତପୁର ଥାନା ଡିସିଆରବି ଭୁବନେଶ୍ୱର