ସମ୍ବଲପୁର ଲୋକସଭା ଓ ୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର ୩/୪: ସମ୍ବଲପୁର ଲୋକସଭା ଓ ୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ସମ୍ବଲପୁର ଲୋକସଭା ପାଇଁ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ଦଳ । ସମ୍ବଲପୁର ବିଧାନସଭା ଆସନରୁ ଡାକ୍ତର ଅଶ୍ୱିନୀ ପୂଜାହାରୀ ପ୍ରାର୍ଥୀ ହୋଇଛନ୍ତି । ଘସିପୁରା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ବିଧାନସଭା ଆସନ
ସମ୍ବଲପୁର- ଡାକ୍ତର ଅଶ୍ୱିନୀ ପୂଜାହାରୀ
ଘସିପୁରା – ନିରଞ୍ଜନ ପଟ୍ଟନାୟକ
କଟକ ଚୌଦ୍ୱାର- ଜଗଦୀଶ ମହାନ୍ତି
କଟକ ସଦର- ଅଭିଶେକ ମହାନନ୍ଦ
ଜୟଦେବ- ସୁକାନ୍ତ ତିଆଡି ଭୋଇ
ଭୁବନେଶ୍ୱର ମଧ୍ଯ- ରାଜୀବ ପଟ୍ଟନାୟକ
ଭୁବନେଶ୍ୱର ଉତ୍ତର- ଇତୀଶ ପ୍ରଧାନ
ବେଗୁନିଆ- ପ୍ରଦୀପ ସାହୁ
ଚିଲିକା- ପ୍ରଦୀପ ସ୍ୱାଇଁ
