PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ନେଇ କ୍ଷମା ମାଗିବେନି ବୋଲି କହିଲେ ରାହୁଲ ଗାନ୍ଧି, ମୋଦିଙ୍କର ଏହି ଭିଡିଓକୁ ସେୟାର କରି କହିଲେ…

ନୂଆଦିଲ୍ଲୀ,୧୩।୧୨:  କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ  ରାହୁଲ ଗାନ୍ଧି ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ନେଇ କ୍ଷମା ମାଗିବେନି ବୋଲି ସଫା ସଫା କହିଦେଇଛନ୍ତି। ସେ କହିଛନ୍ତି, ମୁଁ ଏମାନଙ୍କୁ କେବେ କ୍ଷମା ମାଗିବି ନାହିଁ। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀକୁ ରେପ୍ କ୍ୟାପିଟାଲ କହିସାରିଛନ୍ତି। ଧ୍ୟାନ ହଟାଇବା ପାଇଁ ବିଜେପି ଏଭଳି ହଲ୍ଲା କରୁଛି।

ଏହାପରେ ରାହୁଲ ଗାନ୍ଧି କହିଛନ୍ତି, ନର୍ଥ ଇଷ୍ଟକୁ ଜଳାଇ ଦିଆଯାଇଛି। ବେରାଜଗାରୀ ଓ ମାନ୍ଦାବସ୍ଥା ଉପରୁ ଧ୍ୟାନ ହଟାଇବା ପାଇଁ ମୋର ବୟାନକୁ ଏକ ପ୍ରସଙ୍ଗ ଭାବରେ ଉପସ୍ଥାପିତ କରାଯାଉଛି, କିନ୍ତୁ ମୁଁ ଏମାନଙ୍କୁ କେବେ ବି କ୍ଷମା ମାଗିବିନି। ନରେନ୍ଦ୍ର ମୋଦି ଦିଲ୍ଲୀକୁ ରେପ୍ କ୍ୟାପିଟାଲ କହିଥିଲେ। ମୁଁ କେବଳ ଏତିକି କହିଥିଲି ଯେ, ପ୍ରଧାନମନ୍ତ୍ରୀ ମେକ୍ ଇନ୍ ଇଣ୍ଡିଆର କଥା କହୁଛନ୍ତି, କିନ୍ତୁ ଯେଉଁଠି ଦେଖିବ ରେପ୍ ଇନ୍ ଇଣ୍ଡିଆ କରିସାରିଛନ୍ତି।’ ଏହା ସହିତ ରାହୁଲ ମୋଦିଙ୍କ ଭାଷଣର ଏକ ଭିଡିଓ କ୍ଲିପ୍ ଟ୍ବିଟରରେ ସେୟାର କରିଛନ୍ତି। ଏଥିରେ ମୋଦି ଦିଲ୍ଲୀକୁ ରେପ୍ କ୍ୟାପିଟାଲ ବୋଲି କହୁଥିବାର ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର