ପୁଣି ଖାକିରେ ଲାଗିଲା କଳଙ୍କ: ସହଯୋଗ ବଦଳରେ ଦୁଷ୍କର୍ମ ଓ ବ୍ଲାକମେଲିଂ, କନେଷ୍ଟେବଲ ଗିରଫ

ନିମାପଡା ୧୭/୧୦ପୁଣି ଖାକିରେ ଲାଗିଛି କଳଙ୍କ । ପୁଲିସ୍‌ର ସହଯୋଗ କରିବା ବଦଳରେ ମହିଳାଙ୍କୁ କରିଛି ଦୁଷ୍କର୍ମ। କଥା ଚାପିବା ପାଇଁ ବ୍ଲାକମେଲିଂର ଶୀକାର ହେଲା ମହିଳା। ଏଭଳି ଭଳି ସଂଗୀନ ଅଭିଯୋଗରେ ପରେ ପୁରୀ ଜିଲ୍ଲା ନିମାପଡା ଥାନାର କନେଷ୍ଟବଳ ଗଙ୍ଗାଧର ରାଉତକୁ ସତ୍ୟବାଦୀ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ ସତ୍ୟବାଦୀ ଥାନାରେ  ଡ୍ୟୁଟି କରୁଥିବା ସମୟରେ ଜଣେ ମହିଳାଙ୍କୁ ଏକ ମାମଲାରେ ଅଭିଯୋଗ କରିବା ପାଇଁ ଥାନକୁ ଆସିଥିବା ବେଳେ ମହିଳାଙ୍କୁ ସହଯୋଗ କରିବାକୁ  କହି ତାଙ୍କ ସହିତ ଗଙ୍ଗାଧର ସମ୍ପର୍କ ସ୍ଥାପନ କରିଥିଲେ। ଏହାପରେ କନେେଷ୍ଟବଳ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ।

କେବଳ ସେତିକି ନୁହେଁ ସଂପୃକ୍ତ ମହିଳାଙ୍କୁ କନେଷ୍ଟେବଲ ବ୍ଲାକ ମେଲିଙ୍ଗ କରିଥିଲେ ଏବଂ ଟଙ୍କା ଦେବା ପାଇଁ କହିଥିବା ମହିଳା ଅଭିଯୋଗ କରିଛନ୍ତି । ଏଭଳି ସଂଗୀନ ଅଭିଯୋଗ ପୁରୀ ଏସପିଙ୍କ ପାଖରେ ଅଭିଯୋଗ କରିବା ପରେ ଏସପିଙ୍କର ନିର୍ଦ୍ଦୋଶ କ୍ରମେ ଗଙ୍ଗାଧର ଙ୍କୁ ଗିରଫ କରିଛି ପୋଲିସ । ପରେ କୋର୍ଟ ଚାଳଣ କରାଯାଇଥିବା ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


ଦୁଷ୍କର୍ମ ପାଇଁ ଉଦ୍ୟମ କରୁଥିବା ସମୟରେ କିଛି ଲୋକ ବଞ୍ଚାଇଲେ, ପରେ ସେମାନେ ହିଁ କଲେ ଗଣଦୁଷ୍କର୍ମ

ଭିଜିଲାନ୍ସ ପଞ୍ଝାରେ କେଶାଇବାହାଲ ଜୁନିୟର କଲେଜ ଅଧ୍ୟକ୍ଷ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ

ଦୟାନଦୀ କୂଳରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ

ଶିକ୍ଷକଙ୍କ ମାଡରେ ଦୁଇ ଛାତ୍ରୀ ଗୁରୁତର :ଡାକ୍ତରଖାନରେ ଭର୍ତ୍ତି, ଶିକ୍ଷକଙ୍କ ନାଁରେ ଅଭିଯୋଗ