PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଷ୍ଟେଜରେ ଭାଷଣ ଦେଉଥିଲେ ଯୋଗୀ, ତଳେ ବେହୋସ ହୋଇଗଲେ ୫ ମହିଳା ପୋଲିସ କର୍ମୀ

ଲକ୍ଷ୍ନୌ,୧୫|୧୨:  ଆଜି ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ନୂଆ କରି ତାଲିମ ନେଇଥିବା ପୋଲିସ ଅଫିସରଙ୍କ ଦୀକ୍ଷାନ୍ତ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ। ତେବେ ସେ ଭାଷଣ ଦେଉଥିବା ବେଳେ ୫ଜଣ ମହିଳା ପୋଲିସ ଅଧିକାରୀଙ୍କ ଚେତା ପଳାଇଥିଲା।

ଏହି କାର୍ଯ୍ୟକ୍ରମରେ ଯୋଗୀ ମହିଳା ପୋଲିସ ଅଧିକାରୀଙ୍କୁ ଭାଷଣ ଦେବା ସମୟରେ କିଛି ପରାମର୍ଶ ଦେଉଥିଲେ। ଏହି ସମୟରେ ହଠାତ ୫  ଜଣ ମହିଳା ପୋଲିସ ଅଧିକାରୀ ବେହୋସ ହୋଇଯାଇଥିଲେ।

ବେହୋସ ହୋଇଯାଇଥିବା ମହିଳା ପୋଲିସଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନେ ସମସ୍ତେ ଏବେ ସୁସ୍ଥ ଥିବା ଜଣାପଡିଛି। ସେହି ସମୟରେ ରାଜ୍ୟ ପୋଲିସ ଡିଜି ଓମ ପ୍ରକାଶ ସିଂ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର