ରୋହିଙ୍ଗ୍ୟା ଶିବିର ନିକଟରେ କରୋନା ରୋଗୀ ଚିହ୍ନଟ୍, ଚିନ୍ତାରେ ବାଂଲାଦେଶର

ନୂଆଦିଲ୍ଲୀ ୨୬/୩: ବାଂଲାଦେଶର କକ୍ସ ବାଜାର ଅଞ୍ଚଳରେ ଜଣେ ମହିଳା କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହି ଖବର ବିଶ୍ୱବ୍ୟାପୀ ଚିନ୍ତା ବଢାଇ ଦେଇଛି । କାରଣ ଏହି ଅଂଚଳ ଠାରୁ ମାତ୍ର କେଇ କିମି ଦୂରରେ ବିଶ୍ୱର ସବୁଠାରୁ ବୃହତ୍‌ ଶରଣାର୍ଥୀ ଶିବିର ରହିଛି ।

ଏହି ଶିବିରରେ ପ୍ରାୟ ୧୦ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ରହୁଛନ୍ତି । ତେଣୁ ଯଦି କରୋନା ଭାଇରସ ସେଇ ଶିବିରରେ ପହଂଚିଯାଏ, ତା’ହେଲେ ବାଂଲାଦେଶରେ ଏହି ଭାଇରସକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇଯିବ ବୋଲି ଆଶଙ୍କା କରାଯାଉଛି ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌