ବିଧାନସଭା କୋଭିଡ୍ ଟେଷ୍ଟ – ୧୩୬ ପଜିଟିଭ୍

ଭୁବନେଶ୍ୱର- ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଆସିଲା ବିଧାନସଭାର ପ୍ରଥମ ଦିନର କୋଭିଡ ଟେଷ୍ଟ ରିପୋର୍ଟ ।୨ ଜଣ ବିଧାୟକଙ୍କ ସମତେ ୧୩୬ ଜଣଙ୍କ କୋଭିଡ ପଡିଟିଭ ଥିବା ରିପୋର୍ଟ ଆସିଛି । ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲୀକଙ୍କ ରିପୋର୍ଟ କୋଭିଡ ପଜିଟିଭ ଅଛି ।

ପ୍ରଥମ ଦିନରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ୨୦ ବିଧାୟଙ୍କୁ ମିଶାଇ ୭୫୬ ଜଣଙ୍କ  କୋଭିଡ ଆରଟିପିସିଆର ଟେଷ୍ଟ ହୋଇଥିଲା । ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମୀ ବିଧାୟକଙ୍କ  ପିଏସଓ  ମନ୍ତ୍ରୀ ଓ ବିଧାୟକଙ୍କ   ଡ୍ରାଇଭର ଏବଂ ସାମ୍ବାଦିକଙ୍କ ସ୍ବାବ ସଂଗ୍ରହ ହୋଇଥିଲା  ।

 ସେପଟେ ଆଜି ମଧ୍ୟ ଦ୍ୱିତୀୟ ଦିନ ଲାଗି ବିଧାନସଭାରେ ମନ୍ତ୍ରୀ ଓ ବିଧାୟକଙ୍କ କୋରନା ଟେଷ୍ଟ କରାଯାଇଛି ଏବଂ କାଲି ମଧ୍ୟ ତୃତୀୟ ଦିନ ଲାଗି ଟେଷ୍ଟ ହେବ ।

   ସମ୍ବନ୍ଧିତ ଖବର


WHO ମୁଖ୍ୟ ହିନ୍ଦୀରେ ଟୁଇଟ କରି ଭାରତକୁ ଧନ୍ୟବାଦ ଦେଲେ, ଜାଣନ୍ତୁ କ’ଣ..

କରୋନା କଟକଣାକୁ ଫୁ… ଭିଡିଓ ଭାଇରାଲ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ

ହେଲପ୍‌ ଲାଇନ୍‌ ନମ୍ବର ଜାରି, ଦାଦା ବଟି ମାଗିଲେ କଲ୍‌ କରନ୍ତୁ : ଡିଜିପି