ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଲକ୍‌ଡାଉନ୍‌ରେ ହେଲା ନିଆରା ବାହାଘର: ବାଇକ୍‌ ଧରି ଶ୍ୱଶୁର ଘରେ ପହଞ୍ଚିଲା ଜ୍ୱାଇଁ

ନୂଆଦିଲ୍ଲୀ ୨୯/୩: ଲକ୍‌ଡାଉନ୍‌ କାରଣରୁ ଅନେକ ବିବାହ ଉତ୍ସବକୁ ସ୍ଥଗିତ ରଖାଯାଇଛି । ଏପରିସ୍ଥଳେ ଧାର୍ଯ୍ୟ ତାରିଖରେ ବିବାହ କରିବା ଜିଦ୍‌ରେ ଉତ୍ତରପ୍ରଦେଶର ଜଣେ ୨୨ ବର୍ଷୀୟ ଯୁବକ ବର ବେଶରେ ବାଇକ୍‌ ଧରି ନିଜ ଭାବୀ ଶ୍ୱଶୁର ଘରେ ପହଞ୍ଚିଛନ୍ତି । ବାପା ଏବଂ ୨ ଜଣ ବନ୍ଧୁଙ୍କୁ ନେଇ ଯୁବକ ଜଣକ କୋଟୱାଲି ଗ୍ରାମରେ ଥିବା ଶ୍ୱଶୁର ଘରେ ପହଞ୍ଚି ବିବାହ କରିଛନ୍ତି ଏବଂ ବିବାହ ପରେ ପତ୍ନୀଙ୍କୁ ବାଇକ୍‌ ଯୋଗେ ନିଜ ଘରକୁ ଆଣିଛନ୍ତି ।

୧୮ ମାସ ପୂର୍ବରୁ ତାଙ୍କ ନିର୍ବନ୍ଧ ହୋଇଥିଲେ ମଧ୍ୟ ବଭିନ୍ନ କାରଣରୁ ତାଙ୍କ ବାହାଘର ଘୁଞ୍ଚିବାରେ ଲାଗିଥିଲା । ଫଳରେ ବିବାହକୁ ଆଉ ବିଳମ୍ବିତ ନ କରିବା ପାଇଁ ସେ ଏହି ପଦକ୍ଷେପ ନେଇଥିଲେ । ସଚେତନତା ଦୃଷ୍ଟିରୁ ବିବାହ ସମୟରେ ବର କନ୍ୟା ସମେତ ସେଠାରେ ଉପସ୍ଥିତ ଥିବା ଅନ୍ୟାନ୍ୟ ଲୋକ ମଧ୍ୟ ମାସ୍କ ପିନ୍ଧିବା ସହ ବାରମ୍ବାର ସାନିଟାଇଜର ବ୍ୟବହାର କରୁଥିଲେ । କିଛିଦିନ ପୂର୍ବରୁ ଲକ୍‌ଡାଉନ୍‌ ନିମନ୍ତେ ହାରଦୋଇ ଜିଲ୍ଲାର ମୁସଲମାନ ଦମ୍ପତି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିବାହ କରିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.