PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

କରୋନା – ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଚାଲୁ ରହିଛି ଚିକିତ୍ସା

https://zeenews.india.com/

ଚେନ୍ନାଇ –  ଲୋକପ୍ରିୟ ସିଙ୍ଗର ଏସ୍‌ପି ବାଲାସୁବ୍ରମଣ୍ୟମ୍‌ଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି ।  ଏ ସୂଚନା ସେ ଚିକିତ୍ସିତ ହେଉଥିବା ମେଡିକାଲରୁ ଆସିଛି ।

ଅଗଷ୍ଟ ମାସ ପ୍ରାରମ୍ଭରେ ସେ  କରୋନା ଭାଇରସ୍‌ ପଜିଟିଭ୍‌ ଆସିବା ପରେ  ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ଏବେବି ସେ ହସ୍ପିଟାଲରେ ରହିଛନ୍ତି । ଗୁରୁବାର ଦିନ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କର ସ୍ୱାସ୍ଥ୍ୟ ସୂଚନା ଦେଇଛନ୍ତି ।

ବାଲାସୁବ୍ରମଣ୍ୟମ ଅଗଷ୍ଟ ମାସ ୫ ତାରିଖରେ  ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା । ଏହି ୭୪ ବର୍ଷିୟ ପ୍ଲେବ୍ୟାକ୍‌ ସିଙ୍ଗର ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏକ ଭିଡ଼ିଓ ସେୟାର କରି ହସ୍ପିଟାଲରେ ଭର୍ତ୍ତି ହେଉଥିବା ଓ ଚିକିତ୍ସିତ ହେବାର ସୂଚନା ଦେଇଥିଲେ ।  

ସେ ଏଥିରେ ଦର୍ଶାଇଥିଲେ ଯେ , କୋଭିଡ୍-୧୯ର  ସୂକ୍ଷ୍ମ ଲକ୍ଷଣ ତାଙ୍କ ଠାରେ ଦେଖା ଦେଇଛି । ଏଣୁ ସେ ନିଜେ ନିଷ୍ପତ୍ତି ନେଇ ହସ୍ପିଟାଲରେ ଭର୍ତ୍ତି ହୋଇ ବିଶ୍ରାମ ନେବେ ଏବଂ ନିଜ ପରିବାରକୁ ଏହି ରିସ୍କରୁ ଦୂରେଇ ରଖିବେ ।  

ସମ୍ବନ୍ଧିତ ଖବର