ମହାକାଶରୁ ପୃଥିବୀକୁ ଆସିଛି କରୋନା!

ନୂଆଦିଲ୍ଲୀ ୭/୩: ବ୍ରିଟେନର ଜଣେ ଗବେଷକ ଦାବି କରିଥିଲେ ଯେ କରୋନା ଭାଇରସ ମହାକାଶରୁ ପୃଥିବୀ ପୃଷ୍ଠକୁ ଆସିଛି । ତାଙ୍କ ମତାନୁସାରେ, ଗତ ବର୍ଷ ଚୀନ୍‌ରେ ଏକ ଧୂମକେତୁର କିଛି ଅଂଶ ମାଡ଼ ହୋଇଥିଲା । ତା’ଯୋଗେ ଏହି ଭାଇରସ ଚୀନ୍‌କୁ ଆସିଛି ।

ବିଶେଷଜ୍ଞଙ୍କ ମତ: କରୋନା ଭାଇରସ ମହାକାଶରୁ ଆସିଥିବା ଦାବି ଯଥାର୍ଥ ନୁହେଁ । ପୂର୍ବରୁ ପୃଥିବୀରେ ବ୍ୟାପିଥିବା ସାର୍ସ ଓ ମେର୍ସ ଭାଇରସ ସହିତ ଏହାର ଅନେକ ସମାନତା ରହିଛି । ତେଣୁ ଏହି ଭାଇରସର ଉତ୍ପତ୍ତି ପୃଥିବୀରେ ହିଁ ହୋଇଛି ।

   ସମ୍ବନ୍ଧିତ ଖବର


ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ

ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…