କାଶ ଥଣ୍ଡା ଚୁଟ୍‌କିରେ ଗାଏବ ହୋଇଯିବ

ଏବେ ଥଣ୍ଡା ବା କାଶର ନାଁ ଶୁଣିଲେ ସମସ୍ତଙ୍କ ଭିତରେ ଛନକା ପଶିଯାଉଛି । ଏହା କରୋନାର ଲକ୍ଷଣ ନୁହେଁ ତ? ପ୍ରଥମେ ଏମିତି ଧାରଣା ଆସୁଛି । ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ ।

ଯଦି ଆପଣଙ୍କ ପାଖରେ ଥଣ୍ଡାର କୌଣସି ଲକ୍ଷଣ ଦେଖା ଯାଉଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ବହୁତ ଜରୁରି । ଏହାବ୍ୟତୀତ ଘରୋଇ ଉପାୟର ବ୍ୟବହାର ମଧ୍ୟ କରିପାରିବେ । ଫଳରେ ଥଣ୍ଡା ଚୁଟ୍‌କିରେ ଗାଏବ ହୋଇଯିବ ।

ତେବେ କେମିତି ଦୂର କରିବେ ଥଣ୍ଡାଜନିତ ସମସ୍ୟା ।

 କାଶ ହେଉଥିଲେ-ଏକ କପ୍‌ ପାଣିକୁ ଫୁଟାନ୍ତୁ । ଏଥିରେ ୪/୫ ବୁନ୍ଦା ଲେମ୍ବୁରସ, ଏକ ଚାମଚ ମହୁ ଓ ଏକ ଚାମଚ ଡାଲଚିନି ମିଶାଇ ଫୁଟାନ୍ତୁ । ଏବେ ଏହି ମିଶ୍ରଣକୁ ଅଧା କପ ହେବା ପରେ ପିଅନ୍ତୁ । ଛାତିରେ କଫ ଜମିଲେ-୩/୪ କୋଲା ରସୁଣକୁ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏଥରେ ଏକ ଚାମଚ ଘିଅ ମିଶାଇ ଖାଇ ଦିଅନ୍ତୁ । କଫ ଗାଏବ ହୋଇଯିବ ।  

   ସମ୍ବନ୍ଧିତ ଖବର


ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା

ନାବିଳାକାକୁ ଟେକି ନେଉଥିଲେ ପୋଲିସ ଭ୍ୟାନ ଦେଖି ଛାଡି ପଳାଇଲେ ଦୁର୍ବୃତ୍ତ

ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍‌ରେ ସୋଆ ସ୍ଥାନିତ

ଦେଖନ୍ତୁ-ଭିଡିଓ ତିଆରି କରିବା ପାଇଁ ଏକ କୋଟି ଟଙ୍କାର ଲକ୍ସରି କାର୍‌ ଜାଳିଦେଲେ ୟୁଟ୍ୟୁବର

ସ୍କନ୍ଦ ପୁରାଣ କୁହେ କାର୍ତ୍ତିକ ହେଉଛି ପୂଣ୍ୟ ମାସ-ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ଶ୍ରୀବିଗ୍ରହଙ୍କ ରାଧା ଦାମୋଦର ବେଶ ବାଳଭୋଗ ଅର୍ପଣ

ଏହିସବୁ ଅଭ୍ୟାସ ଜଣେ ବ୍ୟକ୍ତିକୁ ଦାରିଦ୍ର୍ୟର ପଥକୁ ନେଇଥାଏ, ଅସୁବିଧାରେ ପରିପୂର୍ଣ୍ଣ ହୋଇଯାଏ ଜୀବନ