PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଭିଡିଓ କନ୍ଫେରେନ୍ସ ବେଳେ ସେକ୍ସ କରୁଥିଲେ ଦମ୍ପତି, ଭିଡ଼ିଓ ଭାଇରାଲ

the sun

ରିଓ ଡି ଜେନେରିଓ – ବ୍ରାଜିଲର ରିଓ ଡି ଜେନେରିଓ ପରିଷଦର ବୈଠକ ଚାଲିଥିଲା। ସେହି ସମୟରେ ଏକ ଲଜ୍ଜାକର ଘଟଣା ଘଟିଲା । ଜଣେ ଦମ୍ପତି ଜୁମ୍‌ ଆପ୍‌ରେ ଭିଡ଼ିଓ ମିଟିଂ ସମୟରେ ସେକ୍ସ କରିବା ବେଳେ ଲାଇଭ୍‌ ହୋଇଗଲା । ଏହି ଦମ୍ପତି ନିଜ ଲାପ୍‌ଟପ୍‌ର କ୍ୟାମେରା ବନ୍ଦ କରିନଥିଲେ। ଏଥିରେ ପୁରା ଘଟଣା ଲାଇଭ୍‌ ହୋଇଯାଇଥିଲା । ଏହି ବୈଠକର ଅଧ୍ୟକ୍ଷତା କରୁଥିଲେ ସୋଶଲିଜମ୍‌ ଓ ଲିବର୍ଟି ପାର୍ଟିର ଜଣେ ସଦସ୍ୟ ଲିଓନେଲ୍‌ ବ୍ରିଜୋଲା ।

ଏହି ଲଜ୍ଜାଜନକ ଘଟଣାର ଲାଇଭ୍‌ ହେବା ପରେ ମଧ୍ୟ ବ୍ରିଜୋଲା ନିଜର ବୈଠକ ଜାରି ରଖିଥିଲେ । ରିଓ ସହରର ପରିଷଦ ବୈଠକରେ କରୋନା ସଙ୍କଟକୁ ଦେଖି ଛାତ୍ରଙ୍କୁ  ଧାଇବାର ଗାରେଣ୍ଟି ଉପରେ ଚର୍ଚ୍ଚା ହେଉଥିଲା।

ସୋସିଆଲ ମିଡ଼ିଆରେ ସେୟାର କରାଯାଇଥିବା ଭିଡ଼ିଓ ଫୁଟେଜ୍‌ରେ ନଜର ଆସୁଛି କି  ଜୁମ୍‌ ଆପ୍‌ରେ ବୈଠକ ସମୟରେ ସେଥିରେ ଭାଗ ନେଇଥିବା ଜଣେ ବ୍ୟକ୍ତି ମିଟିଂ ଛାଡ଼ି  ଚାଲିଯାଉଛି ଏବଂ ସେକ୍ସ କରୁଛି । ଉକ୍ତ ବୈଠକ ସକାଳ ୧୦ଟାରେ ଆରମ୍ଭ ହୋଇଥିଲା। କୁହାଯାଉଛି କି ଏହି ବୈଠକ ନିଜର ପ୍ଲାନିଂ ଅନୁସାରେ ଚାଲୁଥିଲା । ଏହି ସମୟରେ ସାମିଲ ହୋଇଥିବା ଜଣେ ବ୍ୟକ୍ତି  କଥାବାର୍ତ୍ତା ବନ୍ଦ କରି ସେକ୍ସ କରିବାକୁ ଲାଗିଲେ। ଏହି ସମୟରେ କ୍ୟାମେରା ଅନ୍‌ ଥିଲା।

ସ୍ଥାନୀୟ ଖବର କାଗଜ ଅନୁସାରେ , ଏହି ବ୍ୟକ୍ତି ଜଣଙ୍କ କାଉନ୍ସିଲର ନଥିଲେ । କୁହାଯାଉଛି କି ଏହି ବୈଠକ ପାଖାପାଖି ୪ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ଅନ୍ୟ କାଉନ୍ସିଲର ପୁରା ଘଟଣାକୁ ଦେଖିଲେ , କିନ୍ତୁ ଏହାକୁ ଅଣଦେଖା କରିଦେଇଥିଲେ ।

ଏହି ଘଟଣାକୁ ନେଇ ବ୍ରାଜିଲ ଅନୁତାପ କରିଛି । ସେ କହିଛି କି ଯେମିତି ଏହି ଘଟଣା ଉପରେ ନଜର ପଡ଼ିଲା , ସେ ତତ୍କାଳ ଭିଡ଼ିଓ ଓ ଅଡ଼ିଓକୁ ବନ୍ଦ କରିବାକୁ ଆଦେଶ  ଦେଇଥିଲେ । ଏହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଯେ, ଏହି ଘଟଣାରେ ସାମିଲ ବ୍ୟକ୍ତିଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ କରାଯାଇଛି ନା ନାହିଁ । ପୁରା ଘଟଣା ଏବେ ସୋସିଆଲ  ମିଡ଼ିଆରେ ଚର୍ଚ୍ଚାର ବିଷୟ ହୋଇଯାଇଛି ।

ସମ୍ବନ୍ଧିତ ଖବର