PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ସ୍କୁଲ ବାଟ୍ ଦେଉ ଯାଉଥିବା ବସ୍ ଭିତରେ କପଲ କରୁଥିଲେ ସେକ୍ସ, ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ହେବାପରେ ସୃଷ୍ଟି ହେଲା ହଙ୍ଗାମା

ମଞ୍ଚେଷ୍ଟର,୨୩।୧୨: ସ୍କୁଲ ଆଗ ଦେଇ ଯାଉଥିବା ଏକ ବସ୍ ଭିତରେ ଅସଞ୍ଜତ ଅବସ୍ଥାରେ ଥିଲେ କପଲ। ବସ୍ ଭିତରେ ଦୁହେଁ ଶାରିରୀକ ସମ୍ପର୍କ ରଖିବା ବେଳେ ଝରକା କାଚରେ ବାହାରକୁ ସବୁ କିଛି ଦେଖାଯାଉଥିଲା। ଆଉ ଏହି ସମୟ ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ନିଜ ମୋବାଇଲରେ ଭିଡିଓ ରେକର୍ଡ କରିଦେଇଥିଲେ। ଏହି ଭିଡିଓଟିକୁ ସେ ସୋସିଆଲ ମିଡିଆରେ ଛାଡିବା ପରେ ଲୋକମାନେ ତାଙ୍କର ନିନ୍ଦା କରିଛନ୍ତି।

ଏହି ଘଟଣାଟି  ବ୍ରିଟେନର ମଞ୍ଚେଷ୍ଟରର ବୋଲି ଜଣାପଡିଛି।ବସ୍ ଚଳାଉଥିବା ଟ୍ରାଞ୍ଜିଟ୍ କମ୍ପାନୀ ଏହି ଘଟଣାର ସୂଚନା ଅଧିକାରୀଙ୍କୁ ସୂଚନା ଦେଇଛନ୍ତି। ମଞ୍ଚେଷ୍ଟରର ପ୍ରେଷ୍ଟବିଚ୍ ବାଟ୍ ଦେଇ ଯାଉଥିବା ବେଳେ କପଲ ଏହା ଭିତରେ ରଖିଥିଲେ ଶାରିରୀକ ସମ୍ପର୍କ। ସେହି ବାଟ ଦେଇ କାରରେ ଯାଉଥିବା ଜନ୍ ପଲ୍ ଡୋଲନ୍ ନାମକ ଜଣେ ଇଞ୍ଜିନିୟର ଏହି ଭିଡିଓକୁ ସୁଟ୍ କରି ତାକୁ ସୋସିଆଲ ମିଡିଆ​‌ରେ ସେୟାର କରିଥିଲେ।

ଘଟଣାଟି ଗତ ସପ୍ତାହ ବୋଲି ଜଣାପଡିଛି। ପଲ୍ ଡୋଲନ୍ କହିଛନ୍ତି ଯେ, କପଲଙ୍କ ଅଦ୍ଭୁତ କାର୍ଯ୍ୟକଳାପ ଦେଖି ମୁଁ ଏହାକୁ କ୍ୟାମେରାରେ କଏଦ କରିଥିଲି। ଘଟଣା ସମୟରେ ବସ୍ ଭିତରେ ଆହୁରି କିଛି ଲୋକ ମଧ୍ୟ ଯାତ୍ରା କରୁଥିଲେ। ଆରମ୍ଭରୁ ଏହା ତାଙ୍କୁ ଫନି ଷ୍ଟଣ୍ଟ ଲାଗୁଥିଲା। କିନ୍ତୁ ଯେତେବେଳେ ସେ ଦେଖିଥିଲେ ବସଟି ଏକ ସ୍କୁଲ ପାଖ ଦେଇ ଯାଉଛି ଓ କପଲ ଏଭଳି କାମ ଜାରି ରଖିଛନ୍ତି ମୁଁ ତାଙ୍କର ଏହି କ୍ଲିପକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲି। ଘଟଣା ସାମନାକୁ ଆସିବା ପରେ ଟ୍ରାଞ୍ଜିଟ୍ କମ୍ପାନୀ ‘ଗୋ ନର୍ଥ ଓ୍ବେଷ୍ଟ’ ପକ୍ଷରୁ କୁହାଯାଇଛି ଯେ,ଏ ବିଷୟରେ ସେ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି। ପଲ୍ ଡୋଲନ୍ କହିଛନ୍ତି, କିଭଳି ଭାବରେ ବସ୍ ଡ୍ରାଇଭର ସିସିଟିଭିରେ କପଲଙ୍କ ଏଭଳି କାର୍ଯ୍ୟକଳାପ ଦେଖିପାରିଲେନି?

ସମ୍ବନ୍ଧିତ ଖବର