PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ନାଇଟ୍ କ୍ଲବର ଡ୍ୟାନ୍ସ ଫ୍ଲୋରରେ ଅତ୍ୟାଧିକ ନିଶାରେ ଥିଲେ କପଲ, ୫୦୦ରୁ ଅଧିକ ଲୋକଙ୍କ ସାମନାରେ କଲେ ସେକ୍ସ, ଆଉ ଏହାପରେ…

କ୍ଲିଥ୍ରୋପସ୍,୨୮।୧୨: ଇଂଲଣ୍ଡର କ୍ଲିଥ୍ରୋପସ୍ ସହରରେ ଏକ କପଲ  ସାର୍ବଜନୀକ ଭାବରେ ଶାରିରୀକ ସମ୍ପର୍କ ରଖିବା କାରଣରୁ ଲୋକଙ୍କର ରାଗର ସାମନା କରିବାକୁ ପଡିଛି। ଏହି କପଲ ଏକ ନାଇଟ୍ କ୍ଲବରେ ୫୦୦ ଲୋକଙ୍କ ସାମନାରେ ନିଜର ପୋଷାକ ଖୋଲିଦେଇଥିଲେ।  ପ୍ରଥମେ ଯଦିଓ ଲୋକମାନେ ଏସବୁ ଦେଖିବା ପରେ ନଦେଖିବା ପରି ବ୍ୟବହାର କରିଥିଲେ କିନ୍ତୁ ଯେତେବେଳେ ସର୍ବସମ୍ମୁଖରେ ଶାରିରୀକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। ଲୋକଙ୍କ କହିବା ଅନୁସାରେ, କପଲ ଜାଣିଶୁଣି ଚର୍ଚ୍ଚାରେ ରହିବା ପାଇଁ ଏଭଳି କାମ କରିଥିଲେ, କାରଣ ତାଙ୍କୁ ଜଣାଥିଲା ଡ୍ୟାନ୍ସ ଫ୍ଲୋରରେ କେତେ ଲୋକ ଅଛନ୍ତି।

ଏତେ ଲୋକ ଥିଲେ ମଧ୍ୟ ଏହି କପଲ ଡ୍ୟାନ୍ସ ଫ୍ଲୋରରେ ସେକ୍ସ କରିବାକୁ ଲାଗିଥିଲା। ତାଙ୍କର ଏହି କାର୍ଯ୍ୟକଳାପ ଦେଖି କ୍ଲବର ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଡ୍ୟାନ୍ସ ଫ୍ଲୋରରେ ଥିବା କିଛି ଲୋକ ଏହି ସମୟର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରିଥିଲେ।

ସ୍ଥାନୀୟ ପବବଚ୍ ଗ୍ରୁପର କହିବା ଅନୁସାରେ, ଏହି କପଲଙ୍କ ଏଭଳି କାର୍ଯ୍ୟକଳାପକୁ ଖୁବ୍ ନିନ୍ଦା କରାଯାଉଛି। ଏଥିପାଇଁ କପଲଙ୍କୁ ଏହି କ୍ଲବକୁ ନଆସିବା ପାଇଁ୧ ବର୍ଷ ପାଇଁ କଟକଣା  ଲଗାଯାଇପାରେ। ପବଓ୍ବାଚର ଚେୟାର ମ୍ୟାନ୍ ଏନି ଲୋକମ୍ୟାନ କହିଛନ୍ତି, ଏଭଳି କାର୍ଯ୍ୟକଳାପକୁ ଆମେ କେବେବି ଗ୍ରହର କରିବୁ ନାହିଁ। ନାଇଟ୍ କ୍ଲବର ଷ୍ଟାଫ ଓ ମଧ୍ୟ ଅଚାନକ ଭାବରେ ଏଭଳି ଘଟଣା ଦେଖି ବିଚଳିତ ହୋଇଯାଇଥିଲେ। ତେବେ ଖୁବ୍ ଶୀଘ୍ର ସେମାନେ ସ୍ଥିତି ସ୍ଥିତିକୁ ସମ୍ଭାଳି ନେଇଥିଲେ।

ଘଟଣା ସମୟରେ ୫୦୦ ରୁ ୬୦୦ ପର୍ଯ୍ୟନ୍ତ ଲୋକ ଉପସ୍ଥିତ ଥିଲେ। ସେଭଳି ଷ୍ଟାଫ୍ ଆବଶ୍ୟକତାରୁ ଅଧିକ ମଦ ପିଇ ଖରାପ ବ୍ୟବହାର କରୁଥିବା ଲୋକଙ୍କ ଉପରେ ନଜର ରଖିଥିଲେ। ଆଉ ଠିକ୍ ସେହି ସମୟରେ ଏହି ଘଟଣା ଘଟିଥିଲା। କୌଣସି କପଲ ଜାଣିଶୁରି ଏଭଳି କରିନଥାନ୍ତି, ବୋଧ ହୁଏ ସେମାନେ ଅଧିକ ନିଶା​‌ରେ ଥିଲେ ବୋଲି କୋଲମ୍ୟାନ୍ କହିଛନ୍ତି।

ତେବେ ଏହି ମାମଲାରେ କପଲଙ୍କୁ ପୋଲିସ ଗିରଫ କରିଛି କି ନାହିଁ ତାହା ଜଣାପଡିନାହିଁ। କାରଣ ସାର୍ବଜନୀକ ସ୍ଥାନରେ ସେକ୍ସ କରିବା ଅପରାଧ ଅଟେ। ପୋଲିସ ମାମଲା ରୁଜୁ କଲେ କପଲଙ୍କ ବିରୋଧରେ ୫୦୦ ପାଉଣ୍ଡ ପର୍ଯ୍ୟନ୍ତ ଜରିମନା ଲାଗିପାରେ।

ସମ୍ବନ୍ଧିତ ଖବର