ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ନିଶାସକ୍ତ ଅବସ୍ଥାରେ ଅଟୋରେ ଯାଉଥିବା କପଲଙ୍କ ସେକ୍ସ ଭିଡିଓ ହେଲା ଭାଇରାଲ, ନିଆଯାଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ

ବ୍ୟାଙ୍କକ୍,୧୫।୧୨: ନିଶାସକ୍ତ ଅବସ୍ଥାରେ ଅଟୋରେ ଯାଉଥିବା ଏକ କପଲଙ୍କର ଇଣ୍ଟିମେଟ୍ ଭିଡିଓ ଭାଇରାଲ ହୋଇଛି। ପୋଲିସ ଏ​‌ବେ ଏହି ମାମଲାର ତଦନ୍ତ ଜାରି ରଖିଛି। ଏହି ଘଟଣା ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ବୋଲି ଜଣାପଡିଛି। ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ମହିଳା-ପୁରୁଷ ପରସ୍ପର ସହ ଶାରିରୀକ ସମ୍ପର୍କ ରଖୁଛନ୍ତି।

wp:gallery {"ids":[69560]} /wp:gallery

Bangkokpost.com ର ସୂଚନା ଅନୁସାରେ, ଏହି ଘଟଣା ସକାଳେ ଘଟିଥିଲା। ପ୍ରଥମ ଭିଡିଓରେ ଦେଖିବାକୁ ମିଳୁଛି ୫ଟି ପାସେଞ୍ଜର ଅଛନ୍ତି। ୩ ଜଣ ପୁରଷ ଓ ୨ ଜଣ ମହିଳା ଏକ ପୁରୁଷଙ୍କ ସହିତ ଶାରିରୀକ ସମ୍ପର୍କ ରଖିୁଛନ୍ତି। ଏବେ ଏହି ଭିଡିଓ ସାମନାକୁ ଆସିବା ପରେ ସାର୍ବଜନିକ ସ୍ଥାନରେ ସମ୍ପର୍କ ରଖିବା ଆଇନ ଅନୁସାରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

wp:gallery {"ids":[69561]} /wp:gallery

ଜଣେ ୟୁଜର ଭିଡିଓ ପୋଷ୍ଟ କରିବା ପରେ ତାକୁ ସୋସିଆଲ ମିଡିଆରେ ଲକ୍ଷାଧିକବାର ଦେଖିଛନ୍ତି ଲୋକ। ପରେ ଭିଡିଓକୁ ହଟାଇ ଦିଆଯାଇଛି।  ବହୁ ଲୋକ ଏହା କହି ସମାଲୋଚନା କରୁଛନ୍ତି ଯେ, ବୌଦ୍ଧ ସଂସ୍କୃତି ସମ୍ପନ୍ନ ଏହି ଦେଶରେ ଏଭଳି କାର୍ଯ୍ୟକଳାପ ଠିକ୍ ନୁହେଁ। ତେବେ ଏହି ଅଭିଯୋଗକୁ ଅଟୋ ଡ୍ରାଇଭର ଜଣକ ଶାରିରୀକ ସମ୍ପର୍କ ରଖିବା କଥାକୁ ଖଣ୍ଡନ କରିଛନ୍ତି।  ସେ କହିଛନ୍ତି, ଏହି ଲୋକମାନେ ନିଶାରେ ଥିଲେ କେବଳ ଏନଜୟ କରୁଥିଲେ। ଉଲ୍ଲେଖନୀୟ ଯେ, ଥାଇଲାଣ୍ଡର ରାଜଧାନୀ ସାରା ବିଶ୍ବରେ ଟୁରିଷ୍ଟଙ୍କ ଭିତରେ ଖୁବ୍ ଲୋକପ୍ରିୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.