PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ନିଶାସକ୍ତ ଅବସ୍ଥାରେ ଅଟୋରେ ଯାଉଥିବା କପଲଙ୍କ ସେକ୍ସ ଭିଡିଓ ହେଲା ଭାଇରାଲ, ନିଆଯାଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ

ବ୍ୟାଙ୍କକ୍,୧୫।୧୨: ନିଶାସକ୍ତ ଅବସ୍ଥାରେ ଅଟୋରେ ଯାଉଥିବା ଏକ କପଲଙ୍କର ଇଣ୍ଟିମେଟ୍ ଭିଡିଓ ଭାଇରାଲ ହୋଇଛି। ପୋଲିସ ଏ​‌ବେ ଏହି ମାମଲାର ତଦନ୍ତ ଜାରି ରଖିଛି। ଏହି ଘଟଣା ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ବୋଲି ଜଣାପଡିଛି। ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ମହିଳା-ପୁରୁଷ ପରସ୍ପର ସହ ଶାରିରୀକ ସମ୍ପର୍କ ରଖୁଛନ୍ତି।

Bangkokpost.com ର ସୂଚନା ଅନୁସାରେ, ଏହି ଘଟଣା ସକାଳେ ଘଟିଥିଲା। ପ୍ରଥମ ଭିଡିଓରେ ଦେଖିବାକୁ ମିଳୁଛି ୫ଟି ପାସେଞ୍ଜର ଅଛନ୍ତି। ୩ ଜଣ ପୁରଷ ଓ ୨ ଜଣ ମହିଳା ଏକ ପୁରୁଷଙ୍କ ସହିତ ଶାରିରୀକ ସମ୍ପର୍କ ରଖିୁଛନ୍ତି। ଏବେ ଏହି ଭିଡିଓ ସାମନାକୁ ଆସିବା ପରେ ସାର୍ବଜନିକ ସ୍ଥାନରେ ସମ୍ପର୍କ ରଖିବା ଆଇନ ଅନୁସାରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ଜଣେ ୟୁଜର ଭିଡିଓ ପୋଷ୍ଟ କରିବା ପରେ ତାକୁ ସୋସିଆଲ ମିଡିଆରେ ଲକ୍ଷାଧିକବାର ଦେଖିଛନ୍ତି ଲୋକ। ପରେ ଭିଡିଓକୁ ହଟାଇ ଦିଆଯାଇଛି।  ବହୁ ଲୋକ ଏହା କହି ସମାଲୋଚନା କରୁଛନ୍ତି ଯେ, ବୌଦ୍ଧ ସଂସ୍କୃତି ସମ୍ପନ୍ନ ଏହି ଦେଶରେ ଏଭଳି କାର୍ଯ୍ୟକଳାପ ଠିକ୍ ନୁହେଁ। ତେବେ ଏହି ଅଭିଯୋଗକୁ ଅଟୋ ଡ୍ରାଇଭର ଜଣକ ଶାରିରୀକ ସମ୍ପର୍କ ରଖିବା କଥାକୁ ଖଣ୍ଡନ କରିଛନ୍ତି।  ସେ କହିଛନ୍ତି, ଏହି ଲୋକମାନେ ନିଶାରେ ଥିଲେ କେବଳ ଏନଜୟ କରୁଥିଲେ। ଉଲ୍ଲେଖନୀୟ ଯେ, ଥାଇଲାଣ୍ଡର ରାଜଧାନୀ ସାରା ବିଶ୍ବରେ ଟୁରିଷ୍ଟଙ୍କ ଭିତରେ ଖୁବ୍ ଲୋକପ୍ରିୟ।