ଏଠାରେ ମେ’ ୨୯ ଯାଏ ବଢ଼ିଲା ଲକ୍‌ ଡାଉନ୍‌ !

ହାଇଦ୍ରାବାଦ ୫/୦୫ :  କରୋନାର ଆତଙ୍କକୁ ନିପାତ କରିବା ପାଇଁ ବଢ଼ିଲା ଲକ୍‌ଡାଉନ୍‌ ।  ମେ’ ୨୯ ଯାଏ ତେଲେଙ୍ଗାନା ସରକାର ବୃଦ୍ଧି କଲେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ  କେ. ଚନ୍ଦ୍ରଶେଖର ରାଓ ଏକ ପ୍ରେସ୍‌ କନଫରେନ୍ସରେ ଏହି ଲକ୍‌ ଡାଉନ୍‌ ବୃଦ୍ଧି ନେଇ ଘୋଷଣା କରିଛନ୍ତି । “ ଆମେ ଶକ୍ତ ରାତି କର୍ଫ୍ୟୁ ଲାଗୁ କରିବୁ ।  ଆମେ ଯେକୌଣସି ଘଟଣାକୁ ସାମନା କରିବାକୁ ପ୍ରସ୍ତୁତ । ଆମ ପାଖରେ ପର୍ଯ୍ୟାପ୍ତ ସୁବିଧା ପ୍ରସ୍ତୁତ ହୋଇ ରହିଛି । “

ସୂଚନା ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆଧାରରେ , ସାରା ଦେଶରେ  ମେ ୧୭ ଯାଏ ଲାଗୁ ଲକ୍‌ ଡାଉନ୍‌ ପରିବର୍ତ୍ତେ ତେଲେଙ୍ଗାନାରେ କରୋନା ଲକ୍‌ଡାଉନ୍‌କୁ ବୃଦ୍ଧି କରାଯାଇଛି ।  

   ସମ୍ବନ୍ଧିତ ଖବର


ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା

ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ