ପ୍ରମୁଖ ଖବର
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଆଜି ବିଜ୍ଞପ୍ତି: ୨୫ ଯାଏ ନାମାଙ୍କନ, ମେ ୧୩ରେ ମତଦାନ
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ସାଲେପୁର: ପୁଣି ଗୋରୁ ଗାଡି ଜବତ କଲା ରାଷ୍ଟ୍ରୀୟ ବଜରଙ୍ଗ ସେନା

ସାଲେପୁର ୬/୯: ଜଗତପୁର ଥାନା ଓ ଚୌଦ୍ୱାର ଥାନା  ଅଞ୍ଚଳରୁ ଦୁଇଟି ଗୋରୁ ଗାଡ଼ି ଧରିଲା ବଜରଙ୍ଗ ସେନା। ଜଗତପୁର ଗୋଲେଇ ଛକ ଓ ଚୌଦ୍ୱାର କଖଡି ଠାରେ ବିଭିନ୍ନ ସ୍ଥାନରେ ରାଷ୍ଟ୍ରିୟ ବଜରଙ୍ଗୀ ସେନା ଓ ବିଶ୍ୱହିନ୍ଦୁ ପରିଷଦର ମିଳିତ ଚଢ଼ାଉରେ ଦୁଇଟି ଗୋରୁ ଗାଡି ଜବତ କରାଯାଇଛି । ଏହି ବେଆଇନ ଗୋରୁ ଗାଡି  ଆଠଗଡରୁ କୋଲକାତା ଅଭିମୁଖେ ଯାଉଥିବା ସମୟରେ ଜଗତପୁର ଗୋଲେଇ ଛକ  ଓ ଚୌଦ୍ୱାର କଖଡି ଠାରେ ରାଷ୍ଟ୍ରିୟ ବଜରଙ୍ଗ ସେନାର କିଛି ସଦସ୍ୟ  ଏହି ଗାଡ଼ିଟିକୁ ଜବତ କରିଥିଲେ । ରାଷ୍ଟ୍ରୀୟ ବଜରଙ୍ଗ ସେନାର ସଦସ୍ୟମାନେ ଆଜି ଦୁଇଟି ଗୋରୁ ଗାଡିରୁ ୫୦ ଗୋରୁ ଉଦ୍ଧାର କରିଛନ୍ତି । ଏହାପରେ ବଜରଙ୍ଗୀ ସେନା ଜଗତପୁର ପୋଲିସ ଓ ଚୌଦ୍ୱାର ପୋଲିସକୁ ଜଣାଇ ଗୋମାତାଙ୍କୁ ଗୋଶାଳାକୁ  ସ୍ଥାନାନ୍ତର କରାଇବେ ବୋଲି ସୂଚନା ଦେଇଛନ୍ତି  |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.