ମ୍ୟାଚ୍‌ ଫିକ୍ସିଂ ମାମଲାରେ ଶ୍ରୀଲଙ୍କାର ପୂର୍ବତନ ବୋଲର ନୂଆନ୍‌ ଦୋଷୀ ସାବ୍ୟସ୍ତ

ଦୁବାଇ, ୨୦/୧୧: ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ବୋଲର ନୂଆନ ଜୟସା ଆଇସିସି ଦ୍ୱାରା ଦୋଷୀସା ବ୍ୟସ୍ତ ହୋଇଛନ୍ତି । ଫିକ୍ସିଂ ଅଭିଯୋଗ ଆସିବା ପରେ ତାଙ୍କୁ ବାସନ୍ଦ କରାଯାଇଥିଲା । ମାମଲା ବିଚାରଧୀନ ରହିଥିଲା । ଆଇସିସିର ଏକ ସ୍ୱାଧୀନ ନ୍ୟାୟାଧିକରଣ ମାମଲାର ଶୁଣାଣି କରି ନୂଆନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

୨୦୧୮ ମସିହା ୟୁଏଇରେ ଖେଳାଯାଇଥିବା ଟି-ଟ୍ୱେଣ୍ଟି ଲିଗରେ ନୂଆନଙ୍କ ନାମରେ ଏହି ଅଭିଯୋଗ ଆସିଥିଲା । ୨୦୧୯ ମେ’ ମାସରେ ତାଙ୍କୁ ଏଥିପାଇଁ ବାସନ୍ଦ କରାଯାଇଥିଲା । ସେ ଆଇସିସି ଦୁର୍ନୀତି ନିବାରଣ କୋଡ୍‌ର ଏକାଧିକ ଧାରାକୁ ଉଲ୍ଲଂଘନ କରିଛନ୍ତି ।

   ସମ୍ବନ୍ଧିତ ଖବର


ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ

ଭାରତର ଅଷ୍ଟ୍ରେଲିଆ ଗସ୍ତ: ଆଜି ପ୍ରଥମ ଦିନିକିଆ ସିରିଜ୍

ସାନିଆ ମିର୍ଜା ମାତୃତ୍ୱ ଲାଭ କରିବା ପରେ ପୁଣି ସେ କୋର୍ଟକୁ ଫେରିବେ

ଆର୍ଜେଣ୍ଟିନାର ଏହା ହେଉଛି ସେହି ସ୍ଥାନ ଯେଉଁଠି ମାରାଡୋନାଙ୍କ ମୃତ୍ୟୁ ପରେ କେହି କାନ୍ଦିଲେନି, ଉତ୍ସବ ପାଳିଲେ

ଗୋଆରେ ପ୍ରତିଷ୍ଠା ହେବ ଫୁଟବଲ କିମ୍ବଦନ୍ତୀ ମାରାଡୋନାଙ୍କ ବିଶାଳ ପ୍ରତିମା, ଜାଣନ୍ତୁ କେତେ ରହିବ ଓଜନ…

ମାରାଡୋନାଙ୍କ ବିଷୟରେ କିଛି ଅଜଣା କଥା: ଭାଇ ଦେଇଥିବା ଫୁଟବଲକୁ ୬ ମାସ ପର୍ଯ୍ୟନ୍ତ ପାଖରେ ରଖି ଶୋଉଥିଲେ,ଜାଣନ୍ତୁ ଗୋଲ୍ ଅଫ୍ ଦ ସେଞ୍ଚୁରି ବିଷୟରେ…