PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର ମଣ୍ଡଳ କାରାଗାରରେ ଜେଲର ଓ ଆଡମିସନ୍ ଅଧିକାରୀଙ୍କୁ ଓ୍ବାର୍ଡରଙ୍କ ମାଡ, ଥାନାରେ ମାମଲା
  • ||
  • ସମ୍ବଲପୁର: ରାଜପଥରେ ଯାତ୍ରା କରୁଥିବା ଯାନଗୁଡିକ ଡକାୟତି ଉଦ୍ଦେଶ୍ୟରେ ଢ଼ାବାକୁ ବ୍ୟବହାର କରୁଥିଲେ ମାଲିକ, ବେଆଇନ ଅତିକ୍ରମଣ ଏବଂ ଅପରାଧ ପାଇଁ ଢ଼ାବାକୁ ଭାଙ୍ଗିଲା ଜୁଜୁମୁରା ଥାନା
  • ||
  • ଭଦ୍ରକ : ଧାନ କିଣା ହୋଇ ନପାରିବାରୁ ବିଷ ପିଇଲେ ଚାଷୀ, ଟୋକନ ଥିବା ସତ୍ତ୍ଵେ ଧାନ କିଣିଲାନି ଏସଏଚଜି, ଗ୍ରାମାଞ୍ଚଳ ଥାନା ବନ୍ଧଗାଁ ମଣ୍ଡି ଆଗରେ ବିଷ ପିଇଲେ ଚାଷୀ
  • ||
  • ଭଦ୍ରକ: ଧାନ ସଂଗ୍ରହ କେନ୍ଦ୍ରରେ ବିଷ ପିଇଲେ ଚାଷୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ବିଧାନସଭାରେ ପାରିତ ହେଲା ଶ୍ରୀମନ୍ଦିର ସଂକଳ୍ପ, ବାଚନିକ ଭୋଟରେ ପାରିତ ହୋଇଥିବା ବାଚସ୍ପତି ଘୋଷଣା, ସଂକଳ୍ପ ଆଗତ ବେଳେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ମାର୍ଶାଘାଇ: ଜାତୀୟ ରାଜପଥରେ ଟ୍ରକ୍ ଡ୍ରାଇଭରଙ୍କୁ ରକ୍ତାକ୍ତ କରି ଲୁଟ୍ ଓ ରାହାଜାନୀ ଘଟଣା, ୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ବାନ୍ଧିଲା ପୁଲିସ
  • ||
  • ଭୁବନେଶ୍ବର: ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ, ୧୦ଟି ଘରୋଇ ଓ ୧୨ଟି ସରକାରୀ ହସ୍ପିଟାଲରେ ଦିଆଯିବ ଟିକା, ସୂଚନା ଦେଲେ ବିଏମ୍‌ସି କମିଶନର
  • ||
  • ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ କରିପାରନ୍ତି ବଡ଼ ଘୋଷଣା, ଘୋଷଣା ଉପରେ ସମସ୍ତଙ୍କ ନଜର
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଘେରି ମାଛ ଚାଷ ବା କେଜ୍ କଲଚରକୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇବ ବୁଡି ଅଞ୍ଚଳ ସଂଗ୍ରାମ ସମିତି
  • ||
  • ପାରାଦୀପ : ୧୦ ଗ୍ରାମର ବ୍ରାଉନସୁଗାର ଜବତ କଲା ପାରଦୀପ ଅବକାରୀ ବିଭାଗ
  • ||
  • ସମ୍ବଲପୁର: ଭିସୁଟରେ ୨୫ ଛାତ୍ର କରୋନା ପଜିଟିଭ, ପ୍ରଥମ ଶ୍ରେଣୀ ପାଠପଢା ବାତିଲ, ଜିଲ୍ଲାପାଳଙ୍କ ଘଟଣାସ୍ଥଳରେ ଅନୁଧ୍ୟାନ
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୨୦ଟି ସାଇନ୍ସ ପାର୍କ, ପ୍ରଥମ ପର୍ଯ୍ୟାୟରେ ୧୦ଟି ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୦ଟି ସାଇନ୍ସ ପାର୍କ ନିର୍ମାଣ ହେବ, ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା
  • ||
  • ଯାଜପୁର : ଯୋଡିକୁଅ ଛକ ନିକଟରେ ଗଛ କଟାଯାଉଥିବା ବେଳେ ଅଘଟଣ, ଗଛ ପଡି ୭ ବର୍ଷର ବାଳକ ମୃତ, ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି
  • ||
  • ଭଦ୍ରକ : ଧାନ ବିକ୍ରିରେ ଅନିୟମିତତା, ଦଲାଲଙ୍କୁ ପ୍ରଶୟ ଦେଇ ଚାଷୀଙ୍କ ଠାରୁ ଧାନ କିଣୁନି ସମବାୟ ସମିତି, ଆନନ୍ଦପୁର ଏନଏଚ ୫୩ ବସନ୍ତିଆ ଛକରେ ଧାନବସ୍ତା ରଖି ରାସ୍ତାରୋକ କଲେ ଶତାଧିକ ଚାଷୀ
  • ||
  • ମାଲକାନାଗିରି : ମାଓ ଯୋଜନା ପଣ୍ଡ, ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର୍ ଜିଲ୍ଲାରେ ମର୍କାନାର-ବଡ଼ପରା ରାସ୍ତା ନିକଟରେ ଆଇଇଡି ଠାବ କଲେ ବି.ଏସ.ଏଫ୍ ଯବାନ
  • ||
  • ରାୟଗଡ଼ା: କାଶୀପୁର ବ୍ଲକ ବଡପୁକେଲ ଗ୍ରାମରେ ହାଜି ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ଵର : ୫ଟି ହାଇ ରିସ୍କ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର, ୭ ଦିନ ହୋମ ଆଇସୋଲେସନରେ ରହିବେ ଏହି ୫ ରାଜ୍ୟ ଫେରନ୍ତା, ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନଙ୍କୁ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
  • ||
  • ବ୍ରହ୍ମପୁର : ଆନ୍ଧ୍ରପ୍ରଦେଶକୁ ବାଲି ଚୋରା ଚାଲାଣ ବେଳେ ଚଢାଉ, ୮ଟି ବାଲି ବୋଝେଇ ହାଇୱା ଜବତ କଲା ଛତ୍ରପୁର ପୋଲିସ
  • ||
  • ଜଳେଶ୍ଵର : ଆଜି ପଦ୍ମଭୂଷଣ ମନୋଜ ଦାସଙ୍କ ଜନ୍ମଦିନ, ସେ ଏକାଧାରାରେ ଜଣେ ଦାର୍ଶନିକ, ଜଣେ ଚିନ୍ତକ-ଲେଖକ, ସେ ଜଣେ ଅଗ୍ରଣୀ ଦ୍ୱିଭାଷୀ ଓଡିଆ ଲେଖକ
  • ||
  • କୋରାପୁଟ: ନାରାୟଣ ପାଟଣା ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ମାଓ ସାମଗ୍ରୀ ଜବତ, ୬୦ଟି ଜିଲେଟିନ,୫୦ଟି ଇଲେକଟ୍ରିକ ଡିଟୋନେଟର,୫ ବଣ୍ଡେଲ ବିଦ୍ୟୁତ ତାର,୨.୫ କେଜି ଗନ ପାଉଡର ଜବତ କଲା ବିଏସଏଫ
  • ||

କ୍ରିକେଟିୟରଙ୍କ କନ୍ୟା ରତ୍ନ

 ସଚିନ ତେନ୍ଦୁଲକର:

ସାରା ହେଉଛନ୍ତି ସଚିନଙ୍କ ପ୍ରଥମ ସନ୍ତାନ । ଏହାପରେ ଅର୍ଜୁନ ଜନ୍ମ ହୋଇଥିଲେ । ସାରା ପଢ଼ା ପଢ଼ି କରୁଛନ୍ତି । ବାପାଙ୍କ ପଦାଙ୍କ ସେ ଅନୁସରଣ କରି ନାହାନ୍ତି । କିନ୍ତୁ ଅର୍ଜୁନ କ୍ରିକେଟ ଖେଳୁଛନ୍ତି । ନିକଟରେ ସେ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟିରେ ମୁମ୍ବାଇ ଦଳରେ ପଦାର୍ପଣ ସୁଯୋଗ ପାଇଛନ୍ତି ।

 ରୋହିତ ଶର୍ମା:

ହିଟ୍‌ ମ୍ୟାନଙ୍କ ପ୍ରଥମ ସନ୍ତାନ ହେଉଛନ୍ତି ସମାଇରା । ସେ ଏବେ ବହୁ ଛୋଟ ଅଛନ୍ତି ।

 ସୁରେଶ ରାଇନା:

ଗ୍ରାସିଆ ହେଲେ ରାଇନାଙ୍କ ପ୍ରଥମ ସନ୍ତାନ । ସେ ଏବେ ସ୍କୁଲ ଯାଉଛନ୍ତି । ପୁଣି ଏକ ପୁତ୍ରର ଜନକ ହୋଇଛନ୍ତି ରାଇନା । ପିଲାମାନେ ବାପାଙ୍କ ପଦାଙ୍କ ଅନୁସରଣ କରୁଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା ।

 ଏମ୍‌ଏସ୍‌ ଧୋନି:

ଜିଭା ହେଲେ ଧୋନିଙ୍କ ଏକମାତ୍ର ସନ୍ତାନ । ସେ ଏବେ ସ୍କୁଲକୁ ଯାଉଛନ୍ତି । ଆଗକୁ ତାଙ୍କର କ୍ରିକେଟରେ ରୁଚି ରହିବ କି ନାହିଁ ତାହା ପରେ ଜଣା ପଡ଼ିବ ।

 ସୌରଭ ଗାଙ୍ଗୁଲି:

 ଦାଦାଙ୍କ ଏକମାତ୍ର ଝିଅ ସାନା । ତାଙ୍କୁ ନିକଟରେ ୧୮ ବର୍ଷ ପୂରଣ ହୋଇଛି । ସେ ବି ବାପାଙ୍କ ପଦାଙ୍କ ଅନୁସରଣ କରି ନାହାନ୍ତି ।

 ବିରାଟ କୋହଲି:

ଗତ ୧୧ ତାରିଖରେ କୋହଲିଙ୍କ କନ୍ୟା ରତ୍ନ ହୋଇଛି । ବିରୁଷ୍କାଙ୍କ ପ୍ରଥମ ସନ୍ତାନ ଖେଳରେ ନା ଅଭିନୟରେ ରୁଚି ରଖିବ ତାହା ସେ ବଡ଼ ହେଲେ ଜଣା ପଡ଼ିବ ।

 ଗୌତମ ଗମ୍ଭୀର:

ଗମ୍ଭୀରଙ୍କ ଦୁଇ ଜଣ ଝିଅ ଆଜୀନ ଓ ଆନାଇଜା । ସେମାନେ ଏବେ ବହୁ ଛୋଟ ଅଛନ୍ତି । ସ୍କୁଲ ଯାଉଛନ୍ତି । ବାପାଙ୍କ ଭଳି ସେମାନଙ୍କର କ୍ରିକେଟରେ ରୁଚି ରହିବ କି ନାହିଁ ତାହା ସେମାନେ ବଡ଼ ହେଲେ ଜଣା ପଡ଼ିବ ।

ଅଜିଙ୍କ୍ୟ ରାହାଣେ:

ରାହାଣେଙ୍କ ଏକମାତ୍ର କନ୍ୟା ଆର‌୍ୟା । ତାଙ୍କୁ ଦୁଇ ବର୍ଷ ବି ପୂରଣ ହୋଇନି । ବଡ଼ ହେଲେ ଆର‌୍ୟା କ’ଣ ହେବେ ତାହା ସମୟ କହିବ ।

 ହରଭଜନ ସିଂ:

ଭଜିଙ୍କର ଏକମାତ୍ର ସନ୍ତାନ ହେଲେ ହିନାୟା ହୀର ପ୍ଲାହା । ବାପା କ୍ରିକେଟର ଏବଂ ମାଆ ଅଭିନେତ୍ରୀ । ତେଣୁ ଝିଅ ହିନାୟା କ’ଣ ହେବେ ତାହା ସେ ବଡ଼ ହେଲେ ନିଷ୍ପତ୍ତି ନେବେ ।

ସେହିପରି ମହମ୍ମଦ ସାମି, ଉମେଶ ଯାଦବ, ଟି. ନଟରାଜନ, ରିଦ୍ଧିମାନ ଶାହା, ଚେତେଶ୍ୱର ପୂଜାରା, ରବିନ୍ଦ୍ର ଜାଡେଜା ଓ ଆର. ଅଶ୍ୱିନଙ୍କ ଭଳି ସେଲିବ୍ରିଟି କ୍ରିକେଟର ପ୍ରଥମ ସନ୍ତାନ ଭାବେ କନ୍ୟା ରତ୍ନ ପାଇଛନ୍ତି । ବଡ଼ ହେଲେ ସେମାନେ ଭବିଷ୍ୟତରେ କ’ଣ ହେବେ ତାହା ସମୟ କହିବ କିନ୍ତୁ ପ୍ରଥମ ସନ୍ତାନ କନ୍ୟା ରତ୍ନ ପାଇବା ପରେ ବାପାମାନେ ବହୁତ ଖୁସି ରହିଛନ୍ତି ।