PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ରାଜ କୁନ୍ଦ୍ରାଙ୍କୁ ନେଇ ଘରେ ପହଁଞ୍ଚିଲା କ୍ରାଇମ ବ୍ରାଞ୍ଚ ଟିମ୍, ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ସହ ମୁହାଁମୁହିଁ ବସାଇ କରିବ ପଚରାଉଚରା

https://www.aajtak.in

ମୁମ୍ବାଇ,୨୩।୭: ଅଶ୍ଲୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରା ଓ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଅଡୁଆ ବଢିବାରେ ଲାଗିଛି। ରାଜ କୁନ୍ଦ୍ରାଙ୍କୁ ସାଙ୍ଗରେ ନେଇ କ୍ରାଇମବ୍ରାଞ୍ଚ ଅଧିକାରୀ ତାଙ୍କ ଘରେ ପହଁଞ୍ଚିଛନ୍ତି। କୁହାଯାଉଛି ଯେ, ରାଜ ଓ ଶିଳ୍ପାଙ୍କୁ ଘରେ ମୁହାଁମୁହିଁ କ୍ରାଇମବ୍ରାଞ୍ଚ କିଛି ପ୍ରଶ୍ନ ପଚାରିପାରେ। କାରଣ ରାଜ୍ କୁନ୍ଦ୍ରାଙ୍କ ସହିତ ଶିଳ୍ପା ମଧ୍ୟ ଭିଆନ୍ କମ୍ପାନୀର ଡାଇରେକ୍ଟର ଅଛନ୍ତି। ନିକଟରେ ଅନ୍ଧେରୀ ସ୍ଥିତ ଭିଆନ୍ କମ୍ପାନୀରେ କ୍ରାଇମବ୍ରାଞ୍ଚର ଚଢାଉ ବେଳେ ଅଶ୍ଲୀଳ ଭିଡିଓ ସବୁ ଜବତ କରାଯାଇଥିଲା।

ଶୁକ୍ରବାର ମୁମ୍ବାଇର ଏକ କୋର୍ଟ ରାଜଙ୍କୁ ପୋଲିସ ହେପାଜତରେ ୨୭ ଜୁଲାଇ ପର୍ଯ୍ୟନ୍ତ ପଠାଛନ୍ତି।  ଅନ୍ୟପକ୍ଷେ ରାଜ କୁନ୍ଦ୍ରା ହାଇକୋର୍ଟର ଦ୍ବାରସ୍ତ ହୋଇଛନ୍ତି। ସେ କହିଛନ୍ତି 41A ନୋଟିସ୍ ତାଙ୍କୁ ମୁମ୍ବାଇ ପୋଲିସ ପକ୍ଷରୁ ଦିଆଯାଇ ନାହିଁ। 41A ନୋଟିସ୍ ପୋଲିସ ନିକଟରେ ହାଜର ପାଇଁ କରାଯାଇଥାଏ। ଏହି ନୋଟିସ୍ ମିଳିବା ପରେ ବ୍ୟକ୍ତିକୁ ଏହାର ନିୟମକୁ ପାଳନ କରିବାକୁ ପଡିଥାଏ। ଯଦି ବ୍ୟକ୍ତି ଏଭଳି କରନ୍ତି ତେବେ ତାଙ୍କୁ ଗିରଫ କରିହେବନି, କିନ୍ତୁ ତାକୁ ରେକର୍ଡିଂ ପାଇଁ ନିଆଯାଇ ପାରେ। ଯଦି କୌଣସି ବ୍ୟକ୍ତି ନୋଟିସ୍ ନିୟମ ପାଳନ କରନ୍ତି ନାହିଁ ତେବେ ଗିରଫ କରିହେବ।

ସମ୍ବନ୍ଧିତ ଖବର