ଗଞ୍ଜାମ ପୋଲିସର ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଗୁରୁତର ଆହତ

ବ୍ରହ୍ମପୁର ୧୪।୯:  ଗଞ୍ଜାମ ପୋଲିସର ଏନକାଉଣ୍ଟର। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଓରଫ୍‌ କୋକୋ ଗୁରୁତର ଆହତ ହୋଇଛି । ସୁଶାନ୍ତର ବାମ ଗୋଡରେ ଗୁଳି ବାଜିଛି । ଆହତ ଅବସ୍ଥାରେ ସୁଶାନ୍ତକୁ ଏମକେସେଜିରେ ଭର୍ତ୍ତି କରାଯାଇଛି। ଜୟଶ୍ରୀ କେମିକାଲ ରାସ୍ତାରେ ପୋଲିସ ଏନକାଉଣ୍ଟର କରିଛି।

ସୁଶାନ୍ତ ନିକଟରୁ ପୋଲିସ ଗୋଟିଏ ଗୁଳି, ପିସ୍ତଲ ଓ ଗୋଟିଏ ବାଇକ୍ ଜବତ କରିଛି। ଏନକାଉଣ୍ଟର ବେଳେ ଦୁଇ ଜଣ ପୋଲିସ କନଷ୍ଟେବଳ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ସୁଶାନ୍ତ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି।

   ସମ୍ବନ୍ଧିତ ଖବର


ନିଷ୍ଠୁର ଦାଦା; ଛତୁଆ କଂସାରେ ପାଦ ପଡିଯିବାରୁ ଜୀବନରୁ ମାରିଦେଇଥିଲା ଝିଆରୀକୁ, ଏବେ ମାନିଲା ସତ…

ବାଲେଶ୍ବର ଉପନିର୍ବାଚନରେ ସବୁଠୁ ବୟସ୍କ ଏବଂ ଗରିବ ପ୍ରାର୍ଥୀ ବେଣୁଧର; ସାଇକେଲରେ ବୁଲି କରୁଛନ୍ତି ପ୍ରଚାର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍‌

ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା, ୨ ଜଣଙ୍କୁ ମାଡ ମାରିଲେ ମାଓବାଦୀ…

ଭଦ୍ରକ: ମଠ, ମନ୍ଦିର ନ ଖୋଲିଲେ ଆନ୍ଦୋଳନ କରିବ ବିଶ୍ୱ ହିନ୍ଦୁ ପରିଷଦ

ଦୁର୍ଗାପୂଜା ବୋନସ୍‌ ଦାବି ନେଇ ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନର ଦାବିପତ୍ର ପ୍ରଦାନ