କଟକ ୨ ଡାକ୍ତରଖାନରେ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ- କଟକରୁ ଦୁଇଟି ଡାକ୍ତରଖାନାରେ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ଆଚାର୍ଯ୍ୟ ହରିହର କ୍ୟାନସର ଚିକିତ୍ସା କେନ୍ଦ୍ରରେ ୧୮ ଜଣ ରୋଗୀ ୩୬ ଜଣ ରୋଗୀଙ୍କ ସମ୍ପର୍କୀୟ ଓ ଜଣେ ନର୍ସ କରୋନା ପଜେଟିଭ୍‌ । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି ।

ସେହିପରି ଏସ୍‌ସିବି ମେଡିକାଲ୍‌ରେ ୧୧ ଜଣ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ କଟକରୁ ରୋଗୀ ଚିହ୍ନଟ ହୋଇଛନ୍ତି।

ଗୋଟିଏ ଦିନରେ କଟକରୁ ଏତେ ସଂଖ୍ୟକ ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି ।

ଗୁରୁବାର ଅପରାହ୍ନରେ ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ୪୯, ଖୋର୍ଦ୍ଧାରୁ ୨୪, ମୟୁରଭଞ୍ଜରୁ ୧୪, କଟକରୁ ୧୩, କଳାହାଣ୍ଡିରୁ ୬, କେନ୍ଦ୍ରାପଡ଼ାରୁ ୬, ରାୟଗଡ଼ାରୁ ୫, ଅନୁଗୁଳରୁ ୪, ଝାରସୁଗୁଡ଼ାରୁ ୪, ସୁନ୍ଦରଗଡ଼ରୁ ୪, ବଲାଙ୍ଗିରରୁ ୩, ଭଦ୍ରକରୁ ୩, ଯାଜପୁରରୁ ୩, ପୁରୀରୁ ୩, ବାଲେଶ୍ୱରରୁ ୨, ଜଗତସିଂହପୁରୁ ୨, ନୟାଗଡ଼ରୁ ୨, ବରଗଡ଼ ଓ କୋରାପୁଟରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାପରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୫୫୦୨କୁ ବୃଦ୍ଧି ପାଇଛି ।

   ସମ୍ବନ୍ଧିତ ଖବର


ଯୁବତୀଙ୍କ ସହ ବାଥ୍‌ରୁମ୍‌ ଭିଡିଓ କଲ୍‌ରେ ଉଲଗ୍ନ ହୋଇଥିଲେ ଯୁବକ – ଏବେ ଟଙ୍କା ଦେବା ପାଇଁ ମିଳୁଛି ଧମକ

ଜଳେଶ୍ୱର ଥାନା IIC ଧନେଶ୍ୱର ସାହୁ ନିଲମ୍ବିତ

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଲିଫ୍ଟ ମାଗିଥିବା ମହିଳା ଥିଲେ ପ୍ରେତାତ୍ମା- ଅଙ୍ଗେ ନିଭେଇଥିବା କଥା

ଏକ କୋଟି ୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ତହସିଲ୍‌ଦାର ଗିରଫ- ତେଲେଙ୍ଗାନାରେ ବିଲ୍ଡରଙ୍କଠାରୁ ନେଉଥିଲେ ଲାଞ୍ଚ

ପିକ୍‌ଅପ୍‌ ଧକ୍କାରେ ୨ ମୃତ