ଜଗତସିଂହପୁରରେ ୧୨ ଘଣ୍ଟିଆ କର୍ଫ୍ୟୁ- ୨ ସପ୍ତାହ ଯାଏଁ କର୍ଫ୍ୟୁ ଜାରି କଲେ ଜିଲ୍ଲାପାଳ

ଜଗତସିଂହପୁର- ଜଗତସିଂହପୁରରେ ୧୨ ଘଣ୍ଟିଆ କର୍ଫ୍ୟୁ ,୨ ସପ୍ତାହ ଯାଏଁ କର୍ଫ୍ୟୁ ଜାରି କଲେ ଜିଲ୍ଲାପାଳ ।

ସୋମବାର ସକାଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକ ସାମାଜିକ ଦୂରତ୍ୱକୁ ଉଲ୍ଲଘଂନ କରି ଦଳ ଦଳ ହୋଇ ରହିଥିବାର ଦେଖିବାକୁ ମିଳିଥିଲା । ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ଏବେ ଜିଲ୍ଲାପାଳ ୨ ସପ୍ତାହ ଯାଏଁ କର୍ଫ୍ୟୁ ଘୋଷଣା କରିଛନ୍ତି।

ଜଗତସିଂହପୁର ଏବେ ଗ୍ରୀନ ଜୋନ୍‌ରେ ଅଛି । ସାମାଜିକ ଦୂରତ୍ୱ ସହ ସରକାର ଜାରି କରିଥିବା ନିୟମ ଅନୁସାରେ ଲକ୍‌ଡାଉନ୍‌କୁ କୋହଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଥିଲା । ମାତ୍ର ଲୋକମାନେ ଏହାର ଖୋଲାଖୋଲି ଉଲ୍ଲଘଂନ କରିଥିବା ସୂଚନା ମିଳିଛି ।

ନର୍କକୁ ଯିବାରୁ ବର୍ତ୍ତିବେ କିପରି ? କରନ୍ତୁ ଏହିସବୁ କାମ ନେଇ ପାରିବନି ଯମଦୂତ…

   ସମ୍ବନ୍ଧିତ ଖବର


ବଲାଙ୍ଗୀର ପୋଲିସ୍‌ ହାତରେ ବଡ ଲୁଟେରା ଗ୍ୟାଙ୍ଗ, ୩ ବାଇକ୍ ଓ ପିସ୍ତଲ ସମେତ ଅଫୁଟା ଗୁଳି ଜବତ…

ନକଲି ଜର୍ଦ୍ଦା କାରବାର ଉପରେ ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ମାଡ଼, ଛଡାଇ ନେଲେ ବୁମ୍-କ୍ୟାମେରା…

ମିଥ୍ୟା ପ୍ରତିଶ୍ରୁତି ଦେଇ ଜମି ଠକିନେଲା MCL ! ଏଯାଏଁ ମିଳିଲାନି କ୍ଷତିପୂରଣ, ଦୁଇଦିନ ହେବ ଅନଶନରେ ଜମି ମାଲିକ…

କେନାଲରେ ଗାଧୋଇବା ହେଉଛି କାଳ; ୨ ଦିନରେ ଭାସିଯାଇ ୨ ନିଖୋଜ…

ଭଞ୍ଜନଗର ତଳ ବାଗଦେବୀ ଓ ଉପର ମା ବ୍ୟାଘ୍ରଦେବୀଙ୍କ ଠାରେ ଚାଲିଛି ନବରାତ୍ର ପୂଜା…

ଦୁର୍ଗାଙ୍କ ପୂଜାରେ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ମା ନୀଳବର୍ଣ୍ଣା ସରସ୍ଵତୀ, ଏଠି ଦଶହରାରେ ପୂଜା ପାଆନ୍ତି ମା ସରସ୍ବତୀ…