ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଏୟାରଟେଲ୍ ଆରମ୍ଭ କଲା ଏହି ସେବା, ବ୍ୟାଙ୍କ ବନ୍ଦ ହେଲେ ମଧ୍ୟ ଘରେ ବସି କରିପାରିବେ ଫଣ୍ଡ୍ ଟ୍ରାନ୍ସଫର୍

ନୁଆଦିଲ୍ଲୀ ୨୬/୧୨: ଏୟାରଟେଲ୍ ଗ୍ରାହକଙ୍କ ପାଇଁ ନୂଆ ସୁବିଧା ଆଣିଛି । ଏୟାରେଟେଲ୍ ପେମେଣ୍ଟ ବ୍ୟାଙ୍କ ଗୁରୁବାର ସୂଚନା ଦେଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍ସ ଆଧାରରେ କମ୍ପାନୀ ୨୪ x ୭ ଏନଇଏଫଟି ଟ୍ରାନ୍ସଫର ଆରମ୍ଭ କରିଦେଇଛି । ଏହା ପରେ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କର ଗ୍ରାହକ ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ଫଣ୍ଡ୍ସ ଟ୍ରାନ୍ସଫର ସୁବିଧାର ଲାଭ ଏବେ କୌଣସି ବି ଦିନ କେବେ ବି ଉଠାଇପାରିବେ ।

{"id":73305,"sizeSlug":"large"}

ଛୁଟି ସମୟରେ ମଧ୍ୟ ସହଜରେ କରିପାରିବେ ଫଣ୍ଡ ଟ୍ରାନ୍ସଫର
ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ଗ୍ରାହକଙ୍କୁ ଏହି ସୁବିଧା ୨୪ x7   ଉପଲବ୍ଧ କରାଇବ । ଏହା ପରେ ଛୁଟି ଦିନମାନଙ୍କରେ ମଧ୍ୟ ଫଣ୍ଡ ଟ୍ରାନ୍ସଫର କରିବା ବହୁତ ସହଜ ହୋଇଯିବ । ଗ୍ରାହକ ଏହାକୁ ଏୟାରଟେଲ୍ ଥ୍ୟାଙ୍କ୍ସ ଆପ୍ କିମ୍ବା ୱେବସାଇଟର ବ୍ୟାଙ୍କିଂ ସେକ୍ସନରେ ଯାଇ NEFT ଟ୍ରାନ୍ସଫରର ଫାଇଦା ଉଠାଇପାରିବେ ।

{"id":57579,"sizeSlug":"large"}

ଏମିତି ଟ୍ରାନ୍ସଫର କରନ୍ତୁ ପଇସା
ଏଥିପାଇଁ ଗ୍ରାହକଙ୍କୁ 'Transfer Money' ବିକଳ୍ପ ଚୟନ କରିବାକୁ ପଡିବ ଯାହା ପରେ 'transfer to Bank' ଉପରେ କ୍ଲିକ୍ କରିବାକୁ ହେବ । ଏହା ପରେ ବେନିଫିସିଆରୀଙ୍କ ରେଜିଷ୍ଟର କରିବା ପାଇଁ ବିକଳ୍ପ ଓପନ ହେବ । ଥରେ ଏହି ପ୍ରକ୍ରିୟା ପୂରା ହେବା ପରେ ଗ୍ରାହକ ସହଜରେ ଫଣ୍ଡ ଟ୍ରାନ୍ସଫର କରିପାରିବେ ।

{"id":55020,"sizeSlug":"large"}

ଗ୍ରାହକଙ୍କୁ ବ୍ୟାଙ୍କିଂ ଅନୁଭବ ଉତ୍ତମ ହେବ
ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(CFO)   ଗଣେଷ ଅନନ୍ତନାରାୟଣ କହିଛନ୍ତି କି ଆମେ ଗ୍ରାହକଙ୍କୁ ଉତ୍ତମ ସୁବିଧା ଦେବା ପାଇଁ ବଦ୍ଧପରିକର । ଆମେ ଆରବିଆଇର ଗାଇଡଲାଇନ୍‌ସକୁ ସ୍ୱାଗତ କରୁଛୁ । ଏଥିରେ ଗ୍ରାହକଙ୍କୁ ମାତ୍ର କିଛି ଷ୍ଟେପ୍ସରେ ସହଜରେ ଫଣ୍ଡ ଟ୍ରାନ୍ସଫର କରିବାର ବିକଳ୍ପ ମିଳିବା ସହ ବ୍ୟାଙ୍କିଂର ଉତ୍ତମ ଅନୁଭବ ମିଳିବ ।

{"id":43853,"sizeSlug":"large"}

ଇନସ୍ୟୁରାନ୍ସ ଓ ପେନସନ୍ ପ୍ରଡକ୍ଟର ମଧ୍ୟ ଲାଭ ମିଳିବ
ଜାନୁୟାରୀ ୨୦୧୭ରେ ଲଞ୍ଚ ହୋଇଥିବା ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ଏପର୍ଯ୍ୟନ୍ତ ଦେଶର ୨୯ ରାଜ୍ୟରେ ପ୍ରାୟ ୫ ଲକ୍ଷରୁ ଅଧିକ ବ୍ୟାଙ୍କିଂ ପଏଣ୍ଟ୍ସ ସହିତ ଉପଲବ୍ଧ ରହିଛି । ଏଣିକି ଏଥିରେ ୬୦ ହଜାର ପଏଣ୍ଟ୍ସ ଇନସ୍ୟୁରାନ୍ସ ଓ ପେନଶନ୍ ପ୍ରଡକ୍ଟ୍ସ ଉପରେ ଫୋକସ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.