PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ପରିବାର ପାଇଁ ଇ-ସାକ୍ଷାତ୍‌ ଭିଡ଼ିଓ ଚାଟିଂ ସେବା ଆରମ୍ଭ
  • ||
  • ନବରଙ୍ଗପୁର – ଅକ୍ସିମିଟର ଚଢ଼ା ଦାମରେ ବିକ୍ରି, ୨ଟି ଔଷଧ ଦୋକାନୀଙ୍କ ଠାରୁ ଜରିମନା, ଗୋଟିଏ ଔଷଧ ଦୋକାନ ସିଲ୍
  • ||
  • କରୋନା ନେଲା ଆଉ ଏକ ଜୀବନ – ବିଶିଷ୍ଟ ସାହିତ୍ୟିକ ଅଜାମ୍ୱର ମଲ୍ଲଙ୍କ ପରଲୋକ
  • ||
  • କୋରାପୁଟ : କ୍ଲର୍କ ଚାକିରି ଲୋଭ ଦେଖାଇ ଯୁବତୀଙ୍କଠୁ ଠକେଇ, ଦୁଇ ଗିରଫ
  • ||
  • ଭୁବନେଶ୍ବର : ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର
  • ||
  • ମାଲକାନଗିରି: କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ
  • ||
  • ପୁରୀ: ବିନା ଭକ୍ତରେ ଶ୍ରୀମନ୍ଦିର ବାହାରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା
  • ||
  • ସମ୍ବଲପୁର: ପେଟର ଭୋକ ଆଗରେ ହାର୍‌ ମାନୁଛି ସଂକ୍ରମଣର ଭୟ, ଡଷ୍ଟବିନ୍‌ ପାଲଟିଛି ଖାଦ୍ୟର ମାଧ୍ୟମ
  • ||
  • ୫-୬ ଦିନ ପରେ ଫ୍ଲାଟ୍‌ ହେବ କର୍ଭ
  • ||
  • ସ୍ବାଭାବିକ ସମୟରେ ଆସିବ ମୌସୁମୀ: ଜୁନ୍‌ ୧ରେ କେରଳ, ୧୨ ସୁଦ୍ଧା ଓଡ଼ିଶା
  • ||
  • ଚିନ୍ତା ବଢ଼ାଉଛି କରୋନା: ପିଲାଙ୍କ ପ୍ରତି ମାଡ଼ି ଆସୁଛି ବିପଦ, ଦୈନିକ ୫ଶହ ପିଲା ହେଉଛନ୍ତି ସଂକ୍ରମିତ
  • ||
  • ଓଡ଼ିଶାରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି
  • ||
  • ରାଜ୍ୟରେ ଅଣାୟତ୍ତ କରୋନା: ଭାଙ୍ଗିଲା ପୁରୁଣା ଦୈନିକ ସଂକ୍ରମଣ ରେକର୍ଡ଼, ଦିନକରେ ଚିହ୍ନଟ ହେଲେ ୧୨ ହଜାର ୨୩୮ ପଜିଟିଭ ଆକ୍ରାନ୍ତ
  • ||
  • ଖପ୍ରାଖୋଲ:ଗମ୍ଭାରି ଛକ ନିକଟରେ ଏକ କାରରୁ ୬ ପେଟି କଫସିରଫ ଜବତ, ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ
  • ||
  • କୋଭିଡ଼ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ, ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଟଙ୍କା ଓ ସମ୍ବଲପୁର ଜିଲ୍ଲା ପାଇଁ ୪ କୋଟି ୬୨ ଲକ୍ଷ ମଂଜୁର କଲେ ନବୀନ
  • ||
  • ଭୁବନେଶ୍ୱର: ସାଢ଼େ ୪ଟାରେ ଘୋଷଣା କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଡିଜିପି
  • ||
  • ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା
  • ||
  • ଲାଞ୍ଜିଗଡ଼ରେ ଅଞ୍ଚଳରେ ହାତୀ ଉପଦ୍ରବ, ଆମ୍ବ ଗଛ ଭାଙ୍ଗିଲେ, ନର୍ସରିକୁ ନଷ୍ଟ କଲେ
  • ||
  • କଳାହାଣ୍ଡି: ବିଲ ମଝିରୁ ନାବାଳକର ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ପଶ୍ଚିମ ବଙ୍ଗ ଯାଉଥିବା ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

ଏୟାରଟେଲ୍ ଆରମ୍ଭ କଲା ଏହି ସେବା, ବ୍ୟାଙ୍କ ବନ୍ଦ ହେଲେ ମଧ୍ୟ ଘରେ ବସି କରିପାରିବେ ଫଣ୍ଡ୍ ଟ୍ରାନ୍ସଫର୍

ନୁଆଦିଲ୍ଲୀ ୨୬/୧୨: ଏୟାରଟେଲ୍ ଗ୍ରାହକଙ୍କ ପାଇଁ ନୂଆ ସୁବିଧା ଆଣିଛି । ଏୟାରେଟେଲ୍ ପେମେଣ୍ଟ ବ୍ୟାଙ୍କ ଗୁରୁବାର ସୂଚନା ଦେଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍ସ ଆଧାରରେ କମ୍ପାନୀ ୨୪ x ୭ ଏନଇଏଫଟି ଟ୍ରାନ୍ସଫର ଆରମ୍ଭ କରିଦେଇଛି । ଏହା ପରେ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କର ଗ୍ରାହକ ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ଫଣ୍ଡ୍ସ ଟ୍ରାନ୍ସଫର ସୁବିଧାର ଲାଭ ଏବେ କୌଣସି ବି ଦିନ କେବେ ବି ଉଠାଇପାରିବେ ।

ଛୁଟି ସମୟରେ ମଧ୍ୟ ସହଜରେ କରିପାରିବେ ଫଣ୍ଡ ଟ୍ରାନ୍ସଫର
ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ଗ୍ରାହକଙ୍କୁ ଏହି ସୁବିଧା ୨୪ x7   ଉପଲବ୍ଧ କରାଇବ । ଏହା ପରେ ଛୁଟି ଦିନମାନଙ୍କରେ ମଧ୍ୟ ଫଣ୍ଡ ଟ୍ରାନ୍ସଫର କରିବା ବହୁତ ସହଜ ହୋଇଯିବ । ଗ୍ରାହକ ଏହାକୁ ଏୟାରଟେଲ୍ ଥ୍ୟାଙ୍କ୍ସ ଆପ୍ କିମ୍ବା ୱେବସାଇଟର ବ୍ୟାଙ୍କିଂ ସେକ୍ସନରେ ଯାଇ NEFT ଟ୍ରାନ୍ସଫରର ଫାଇଦା ଉଠାଇପାରିବେ ।

ଏମିତି ଟ୍ରାନ୍ସଫର କରନ୍ତୁ ପଇସା
ଏଥିପାଇଁ ଗ୍ରାହକଙ୍କୁ ‘Transfer Money’ ବିକଳ୍ପ ଚୟନ କରିବାକୁ ପଡିବ ଯାହା ପରେ ‘transfer to Bank’ ଉପରେ କ୍ଲିକ୍ କରିବାକୁ ହେବ । ଏହା ପରେ ବେନିଫିସିଆରୀଙ୍କ ରେଜିଷ୍ଟର କରିବା ପାଇଁ ବିକଳ୍ପ ଓପନ ହେବ । ଥରେ ଏହି ପ୍ରକ୍ରିୟା ପୂରା ହେବା ପରେ ଗ୍ରାହକ ସହଜରେ ଫଣ୍ଡ ଟ୍ରାନ୍ସଫର କରିପାରିବେ ।

ଗ୍ରାହକଙ୍କୁ ବ୍ୟାଙ୍କିଂ ଅନୁଭବ ଉତ୍ତମ ହେବ
ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(CFO)   ଗଣେଷ ଅନନ୍ତନାରାୟଣ କହିଛନ୍ତି କି ଆମେ ଗ୍ରାହକଙ୍କୁ ଉତ୍ତମ ସୁବିଧା ଦେବା ପାଇଁ ବଦ୍ଧପରିକର । ଆମେ ଆରବିଆଇର ଗାଇଡଲାଇନ୍‌ସକୁ ସ୍ୱାଗତ କରୁଛୁ । ଏଥିରେ ଗ୍ରାହକଙ୍କୁ ମାତ୍ର କିଛି ଷ୍ଟେପ୍ସରେ ସହଜରେ ଫଣ୍ଡ ଟ୍ରାନ୍ସଫର କରିବାର ବିକଳ୍ପ ମିଳିବା ସହ ବ୍ୟାଙ୍କିଂର ଉତ୍ତମ ଅନୁଭବ ମିଳିବ ।

ଇନସ୍ୟୁରାନ୍ସ ଓ ପେନସନ୍ ପ୍ରଡକ୍ଟର ମଧ୍ୟ ଲାଭ ମିଳିବ
ଜାନୁୟାରୀ ୨୦୧୭ରେ ଲଞ୍ଚ ହୋଇଥିବା ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ଏପର୍ଯ୍ୟନ୍ତ ଦେଶର ୨୯ ରାଜ୍ୟରେ ପ୍ରାୟ ୫ ଲକ୍ଷରୁ ଅଧିକ ବ୍ୟାଙ୍କିଂ ପଏଣ୍ଟ୍ସ ସହିତ ଉପଲବ୍ଧ ରହିଛି । ଏଣିକି ଏଥିରେ ୬୦ ହଜାର ପଏଣ୍ଟ୍ସ ଇନସ୍ୟୁରାନ୍ସ ଓ ପେନଶନ୍ ପ୍ରଡକ୍ଟ୍ସ ଉପରେ ଫୋକସ କରାଯିବ ।