PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

କଟକ ଦୁର୍ଗାପୂଜା – ୪ଜଣଙ୍କୁ ନେଇ ଉଠିବ ମାଟି

କଟକ – ଦୁର୍ଗାପୂଜା ନେଇ ମାଟି ଉଠାଇବା  ପ୍ରସଙ୍ଗ । ଦଶହରା ପାଇଁ ମାଟିଉଠା କାର୍ଯ୍ୟ  ମୋଟରେ ୪ଜଣ ସଦସ୍ୟଙ୍କୁ ନେଇ କରାଯିବାକୁ ନିର୍ଦ୍ଦେଶ ରହିଛି ।  ଏନେଇ କଟକର ସବୁ ପୂଜା କମିଟ୍‌କୁ ସୂଚନା ଦେଲେ ଡିସିପି ପ୍ରତୀକ୍‌ ସିଂହ । କୋଭିଡ୍‌ କଟକଣାରେ ମାଟି ଉଠାଇବାକୁ ପରାମର୍ଶ ଦିଆଯାଇଛି ।

ସର୍ଟଡାଉନ୍‌  ହୋଇଥିଲେ ମାଟି ଉଠା ପାଇଁ କୋହଳ ହେବନି ନିୟମ ବୋଲି  ଶାନ୍ତି କମିଟ୍‌ ସହ ଆଲୋଚନା ପରେ ଡିସିପି ଏହି ସୂଚନା ଦେଇଛନ୍ତି ।