ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ: ମାଡି ଆସୁଛି ‘ଫାନି’, ୨୪ ଘଣ୍ଟାରେ ଭୀଷଣ ବାତ୍ଯା

ଭୁବନେଶ୍ୱର ୨୭/୪:  ପୂର୍ବ ଭାରତ ମହାସାଗର ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଡିପ୍ ଡିପ୍ରେସନର ରୂପ ନେଇଛି । ଆସନ୍ତା ୬ ଘଣ୍ଟାରେ ଏହା ବାତ୍ଯା ଏବଂ ୨୪ ଘଣ୍ଟାରେ ଭୀଷଣ ବାତ୍ଯାର ରୂପ ନେବ । ଏବେ ଚେନ୍ନାଇରୁ ୧୧୮୦ କିମି ଏବଂ ମଚ୍ଛଲିପଟନମରୁ ୧୪୬୦ କିମି ଦୂରରେ ଅଛି ‘ଫାନି’ ।

୩୦ ତାରିଖ ସନ୍ଧ୍ଯା ସୁଦ୍ଧା ‘ଫାନି’ ତାମିଲନାଡୁ-ଆନ୍ଧ୍ର ମଧ୍ଯରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପ୍ରବଳ ବର୍ଷା ସହିତ ବହୁତ ଜୋରରେ ପବନ ମଧ୍ଯ ବହିବ । ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡିଶା ପାଇଁ କୌଣସି ବିପଦ ନଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

   ସମ୍ବନ୍ଧିତ ଖବର


ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ରାଜ୍ୟରେ ଏବେ ବେଆଇନ ଧର୍ମଘଟ କଲେ ଏକ ବର୍ଷ ଜେଲ୍‌ କିମ୍ବା ୫ ହଜାର ଜରିମାନା

ଓଡ଼ିଶାର ଚାଷୀଙ୍କୁ ମୋଦି ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌-ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ