ଡାଏନାଙ୍କ ହୋମ୍‌ ୱାର୍କଆଉଟ୍‌ ଭିଡିଓ ଭାଇରାଲ୍‌

ବଲିଉଡ୍‌ ଅଭିନେତ୍ରୀ ଡାଏନା ପେଣ୍ଟି ଫିଟ୍‌ନେସ ବାବଦରେ ଖୁବ୍‌ ସଚେତନ । ବ୍ୟାୟାମ ବିନା ତାଙ୍କ ଜୀବନଚର୍ଯ୍ୟା ସଂପୂର୍ଣ୍ଣ ହୁଏନାହିଁ । ଅନ୍‌ଲକର ଏହି ପର୍ଯ୍ୟାୟରେ ଜିମ୍‌ଗୁଡ଼ିକ ଖୋଲା ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ସେ ସେଠାକୁ ଯାଉନାହାନ୍ତି । ତା’ବଦଳରେ ଘରେ ବ୍ୟାୟାମ ଜାରି ରଖିଛନ୍ତି ।

View this post on Instagram

Focusing on the G🕶D! #ShadesOfD

A post shared by Diana Penty (@dianapenty) on

ସେହି ଅବସ୍ଥାର ଏକ ଭିଡିଓକୁ ବୁଧବାର ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ କରିଛନ୍ତି । ସେଥିରେ ତାଙ୍କୁ ଏକ ଡମ୍ବବେଲ ସାହାଯ୍ୟରେ ବିଭିନ୍ନ ପ୍ରକାର ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି । କ୍ୟାପ୍‌ସନରେ ଡାଏନା ଲେଖିଛନ୍ତି, ‘ଇଚ୍ଛା ଥିଲେ ଘରେ ମଧ୍ୟ ୱାର୍କଆଉଟ୍‌ କରି ଫିଟ୍‌ ରହିପାରିବେ । ବାହାନା କଲେ ଚଳିବ ନାହିଁ ।’ ତାଙ୍କର ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେଉଛି । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ତାଙ୍କୁ ଆଗକୁ ‘ଶିଦ୍ଦତ: ଜର୍ଣ୍ଣି ବିୟଣ୍ଡ ଲଭ୍‌’ରେ ଦେଖିବାକୁ ମିଳିବ ।

   ସମ୍ବନ୍ଧିତ ଖବର


ସୋସିଆଲ ମିଡିଆରେ ନିଆଁ ଲଗାଇଲା କିମ୍ ଶର୍ମାଙ୍କ ବିକିନି ଅବତାର

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ