ବରିଷ୍ଠ ବିଜେପି ନେତା ଦାମ ରାଉତଙ୍କ ପତ୍ନୀ ସ୍ନେହଲତାଙ୍କ ପରଲୋକ

ଭୁବନେଶ୍ୱର ୨୧/୩: ବରିଷ୍ଠ ବିଜେପି ନେତା ଦାମ ରାଉତଙ୍କ ପତ୍ନୀଙ୍କ ପରଲୋକ । ଦାମଙ୍କ ପତ୍ନୀ ସ୍ନେହଲତା ମହାପାତ୍ର ଗତକାଲି ରାତିରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିକ ହେଉଥିଲେ ସ୍ନେହଲତା । ମୃତ୍ଯୁବେଳକୁ ତାଙ୍କୁ  ୭୨ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗ ଖବରପାଇ ବହୁ ରାଜନେତା ଦାମୋଦର ରାଉତଙ୍କ ବାସଭବନରେ ପହଞ୍ଚିଥିବା ଜଣାଯାଇଛି। ପୂର୍ବରୁ ଶିକ୍ଷକତା କରିଆସିଥିଲେ ସ୍ନେହଲତା ।

ଅଧିକ ପଢନ୍ତୁ ଦାମଙ୍କ ଘରେ ନବୀନ, କଲେ ସ୍ନେହଲତାଙ୍କ ଶେଷ ଦର୍ଶନ

   ସମ୍ବନ୍ଧିତ ଖବର


କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

ବାଇକ୍‌ରେ ଯାଉଥିଲେ, ଚଢ଼ିଗଲା ଟ୍ରକ୍: ଅଜା-ନାତିଙ୍କ ଚାଲିଗଲା ଜୀବନ

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ