କୁଆଖାଇ ନଦୀରୁ ପୁଣି ଗଳିତ ମୃତଦେହ ଉଦ୍ଧାର କଲା ପୁଲିସ୍

ଭୁବନେଶ୍ବର ୨୨/୯: ଭୁବନେଶ୍ବର ସ୍ଥିତ କୁଆଖାଇ ନଦୀରୁ ପୁଣି ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ବାଙ୍କୁଆଳ ନିକଟରୁ ବିଜ୍ର ତଳେ ପଡିଥିବା ମୃତଦେହକୁ ବାଲିଅନ୍ତା ପୋଲିସ୍ ଓ ବାଲିଅନ୍ତା ଅଗ୍ନିଶମ ସହାୟତାରେ ଉଦ୍ଧାର କରାଯାଇଛି । ନଦୀରେ ମୃତ ଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ ।

ପାଣି ଭିତରେ ରହି ମୃତ ଦେହଟି ଅଧିକ ଫୁଲି ଯାଇଥିବା ଦେଖାଯାଇଛି । ମୃତ ବ୍ୟକ୍ତି ଜଣକ  ଜୀନ୍ ପ୍ୟାଣ୍ଟ , ସାର୍ଟ ପିନ୍ଧିଥିବା ବେଳେ ପୋଲିସ୍ ମୃତ ଦେହ ନିକଟରୁ ଏକ ମୋବାଇଲ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ମୃତଙ୍କର ପରିଚୟ ମିଳିପାରି ନାହିଁ। ପୁଲିସ୍ ମାମଲା ତଦନ୍ତ କରିଥିବା ବେଳେ ମୃତ ଦେହର ପରିଚୟ ଏବେ ମିଳିପାରି ନାହିଁ।

୩ ରୁ ୪ ଦିନ ମଧ୍ୟରେ ହତ୍ୟା କରାଯାଇଥିବା ପୁଲିସ୍ ସନ୍ଦେହ କରଛି।

   ସମ୍ବନ୍ଧିତ ଖବର


ହ୍ୱାଟସ୍‌ଆପ୍‌ରେ ଗହଣା ପିନ୍ଧି ଡିପି ରଖିଥିଲା ମାଆ- ଧରା ହେଲା ଡକାୟତ ପୁଅ

ନଭେମ୍ବର ମାର୍ଗଦର୍ଶିକା ଜାରି: ଟ୍ୱିନ୍‌ ସିଟିରେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ

କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା

ପହିଲାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଏଥର କରୋନା ପାଇଁ ହବିଷ୍ୟାଳିଙ୍କୁ ଧର୍ମଶାଳା ମନା, ମିଳିବନି ମନ୍ଦିର ହବିଷ ଡାଲମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ