ଆବାସିକ ସ୍କୁଲ୍‌ରେ ଛାତ୍ରଙ୍କ ମୃତ୍ୟୁ; ଆତ୍ମହତ୍ୟା ଡେମୋ ଦେଖାଉ ଦେଖାଉ ହୋଇଗଲା ଡେଥ୍‌

ଭୁବନେଶ୍ୱର,୨୫ ।୪(ବ୍ୟୁରୋ): ସପ୍ତାହେ ହେଲା ସାଙ୍ଗସାଥୀଙ୍କୁ ଆତ୍ମହତ୍ୟାର ଡେମୋ ଦେଖାଉଥିଲେ । ଶେଷରେ ନେିଜ ଆତହ୍ମତ୍ୟା କରେିଦଲେ । ଏଭଳ ଏକ ଅଭାବନୀୟ ଘଟଣା ଘଟଛି ଖଣ୍ଡଗରି କୋଳଥଅିା ଅଞ୍ଚଳରେ ଥବିା ଏକ ଆବାସକି ସ୍କୁଲ୍‌ରେ । ମତୃ ଛାତଙ୍କ୍ର ନାମ ଚନିୟ୍ମ କୁମାର ବେହେରା(୧୬) । ବାପାଙ୍କ ନାମ ମୂରଲୀଧର ବେହେରା । ଘର ଅନୁଗୋଳ ନାଲକୋ କଲୋନୀ । ସେ ଉକ୍ତ ସ୍କୁଲ୍‌ରେ ୧୦ମ ଶ୍ରେଣୀରେ ପଢ଼ୁଥେିଲ । ତେବେ ଚିନ୍ମୟଙ୍କ ଆତ୍ମହତ୍ୟା ଘଟଣାକୁ ପରିବାର ଲୋକେ ସହଜରେ ଗହ୍ରଣ କରୁ ନାହାନ୍ତ । ହତ୍ୟାକୁ ଆତହ୍ମତ୍ୟାର ରୂପ ଦଆଯାଇଥବିା ସେମାନେ ଅଭେିଯାଗ କରଛିନ୍ତ। ପୁଲସି ଚନିୟ୍ମଙ୍କ ମତୃଦେହ ଜବତ କରବିା ସହ ଏକ ଅପମତୃୁ୍ୟ ମାମଲା ରୁଜୁ କରଛି । ଏନେଇ ପୁଲସି ସ୍କୁଲ୍‌ କତ୍ତର୍ପୃକ୍ଷ ଓ ସାଙ୍ଗସାଥୀଙ୍କୁ ପଚରାଉଚରା କରୁଛ । ପୁଲସି ସୂଚନା ଅନୁଯାୟୀ, ଚନି୍ମୟ ଉକ୍ତ ଆବାସକି ସ୍କୁଲ ହଷ୍ଟେଲରେ ରହୁଥେିଲ । ଚନି୍ମୟଙ୍କ ସହ ଅନ୍ୟ ୬ ଜଣ ଗୋଟିଏ ରୁମ୍‌ରେ ରହୁଥିଲେ । ପ୍ରାୟ ସପ୍ତାହେ ହେବ ଚନି୍ମୟ ସାଙ୍ଗସାଥୀଙ୍କୁ କହୁଥେିଲ, ଜୀବନର ମାନେ କଛିି ନାହିଁ, ବଞ୍ଚକିର ଆଉ ଲାଭ ନାହିଁ ତେଣୁ ଆତ୍ମହତ୍ୟା କରି ଦେବାଟା ଭଲ ।

ଏଭଳ କହବିା ସହ ସେ ରୁମ୍‌ର ଲୁହା ଆଙ୍ଗେଲରେ ଗାମୁଛା ବାନ୍ଧ କପିର ଆତ୍ମହତ୍ୟା କରାଯାଏ ତାହାର ଡେମୋ ଦେଖାଉଥେିଲ । ସାଙ୍ଗମାନେ ପନ୍ରିପି୍ସାଲ୍‌ଙ୍କୁ ଜଣାଇ ଦେବାକୁ କହବିାରୁ ସେ ସେମାନଙ୍କୁ ବାରଣ କରି ନାନା ଧମକଚମକ ଦେଉଥେିଲ । ପତ୍ରଦିନି ଭଳ ଅପରାହ୍ଣ ୪ଟା ପରେ ୬ଟା ପର୍ଯ୍ୟନ୍ତ ସାଙ୍ଗସାଥୀ ଖେଳବିାକୁ ଯାଆନ୍ତ । ବୁଧବାର ଅପରାହ୍ଣ ୪ଟାରେ ଅନ୍ୟ ୬ ସାଙ୍ଗ ଖେଳବିାକୁ ଯାଇଥବିା ବେଳେ ଚନି୍ମୟ ରୁମରେ ଥେିଲ । ସାଙ୍ଗମାନେ ସନ୍ଧ୍ୟା ୬ଟାବେଳେ ଫେରିବା ବେଳକୁ ଚିନ୍ମୟ ଏକ ଗାମୁଛାକୁ ବେକରେ ବାନ୍ଧ ଲୁହା ଆଙ୍ଗେଲରେ ଝୁଲୁଥବିା ଦେଖ ସଙ୍ଗେ ସଙ୍ଗେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥେିଲ । ସ୍କୁଲ୍‌ କର୍ତ୍ତୃପକ୍ଷ ଚନି୍ମୟଙ୍କୁ ଉଦ୍ଧାର କର ଏକ ଘରୋଇ ହସ୍ପଟିାଲ୍‌କୁ ନେଇଥେିଲ । ସେଠାରେ କଛି ସମୟ ଚକିତ୍ସିା ଭିତରେ ଚିନ୍ମୟଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ଖଣ୍ଡଗରି ଥାନା ପୁଲସି ହସ୍ପଟିାଲ୍‌ରେ ପହଞ୍ଚ ଚନି୍ମୟଙ୍କ ମୃତଦେହ ଜବତ କରିଥିଲା । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରବିା ସହ ଚନି୍ମୟଙ୍କ ପରବିାର ଲୋକଙ୍କୁ ଖବର ଦେଇଥଲିା । ଆଜ ସକାଳେ ଚନି୍ମୟଙ୍କ ପରବିାର ଲୋକେ ପହଞ୍ଚବିା ପରେ ପୁଲସି କ୍ୟାପଟିାଲ୍‌ ହସ୍ପଟିାଲରେ ଶବ ବ୍ୟବଚ୍ଛେଦ କରାଇଥଲିା ।

ତେବେ ବାପା ମୂରଲୀଧର ଚିନ୍ମୟଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ବିଶ୍ୱାସକୁ ନେଉ ନାହାନ୍ତି । ସେ ଅଭିଯୋଗ କରିଛନ୍ତି , ଚିନ୍ମୟ ଜଣେ ମେଧାବୀ ଛାତ୍ର । ତା’ ପାଠପଢ଼ାରେ କୌଣସି ଚାପ ନଥିଲା । ପରିବାର ଲୋକଙ୍କ ସହ ସବୁବେଳେ ସେ ଫୋନ୍‌ରେ ଭଲରେ କଥାବାର୍ତ୍ତା ହେଉଥିଲା । ତେଣୁ ଚିନ୍ମୟ ଆତ୍ମହତ୍ୟା କରି ନାହିଁ । ସ୍କୁଲ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି କି, ଚିନ୍ମୟ ପୂର୍ବରୁ ଆତ୍ମହତ୍ୟାର ଡେମୋ ସାଙ୍ଗସାଥୀଙ୍କୁ ଦେଖାଉଥିଲେ । ଯଦି ଚିନ୍ମୟ ଡେମୋ ଦେଖାଉଥିଲେ ସ୍କୁଲ୍‌ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ ବୋଲି ମୂରଲୀଧର ପ୍ରଶ୍ନ କରଛିନ୍ତ । ତେଣୁ ଚନି୍ମୟଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆ ଯାଇଥିବା ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ।

   ସମ୍ବନ୍ଧିତ ଖବର


‘ଏକ ଫୁଲ୍ ଚାର ମାଲି’! ସରକାରୀ ଗାଡ଼ିରେ ଅସଂଜତ ପ୍ରେମ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ ରୋମିଓ ଥାନାରେ କାଟିଲେ ଅଧାରାତି

‘ପ୍ରମେୟ’ର ନବମ ସ୍ୱନକ୍ଷତ୍ର

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି

କରୋନାମୁକ୍ତ ରାସ୍ତାରେ ଓଡ଼ିଶା: ୨୪ଘଣ୍ଟା ଆଉ ୩୭୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ପାର୍

କାର୍ତ୍ତିକେଶ୍ୱର ଭସାଣି ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୬ ପ୍ଲାଟୁନ୍‌ ଫୋର୍ସ ମୁତୟନ: ବିସର୍ଜନ ପାଇଁ ପ୍ରସ୍ତୁତ ରହିଛି ୧୦ ଅସ୍ଥାୟୀ ଜଳାଶୟ