ଦିଲ୍ଲୀ ହସ୍ପିଟାଲରେ ଏବେ ବାହାର ଲୋକଙ୍କର ହୋଇପାରିବ ଚିକିତ୍ସା, କେଜ୍ରିଓ୍ବାଲଙ୍କ ନିଷ୍ପତ୍ତି ବଦଳାଇଲେ ଉପ-ରାଜ୍ୟପାଳ

ନୂଆଦିଲ୍ଲୀ,୮।୬: ରାଜଧାନୀର ହସ୍ପିଟାଲରେ ଏବେ ଦିଲ୍ଳୀରୁ ବାହାରକୁ ଆସୁଥିବା ଳୋକଙ୍କର ଚିକିତ୍ସା ହେବ। ଏନେଇ ଦିଲ୍ଲୀର ଉପ-ରାଜ୍ୟପାଳ ଆଜି ଘୋଷଣା କରିଛନ୍ତି। ଏହା ସହ ଗତକାଲି ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କରିଥିବା ନିଷ୍ପତ୍ତିକୁ ଓଲଟାଇ ଦେଇଛନ୍ତି। କେଜ୍ରିଓ୍ବାଲ ଗତକାଲି କହିଥିଲେ, ଦିଲ୍ଲୀର ସମସ୍ତ ସରକାରୀ ଓ ପ୍ରାଇଭେଟ୍ ହସ୍ପିଟାଲରେ କେବଳ ଦିଲ୍ଲୀର ବାସିନ୍ଦାଙ୍କ ଚିକିତ୍ସା ହେବ।

କେଜ୍ରିଓ୍ବାଲ ରବିବାର ଘୋଷଣା କରିଥିଲେ, କରୋନା ସଂକ୍ରମଣ ମହାମାରୀ ସମୟରେ ଦିଲ୍ଲୀର ସମସ୍ତ ଘରୋଇ ଓ ସରକାରୀ ହସ୍ପିଟାଲରେ  କେବଳ ଦିଲ୍ଲୀର ଲୋକଙ୍କର ଚିକିତ୍ସା ହେବ।  କେଜ୍ରିଓ୍ବାଲଙ୍କ ଏହି ନିଷ୍ପତ୍ତିକୁ ଉପରାଜ୍ୟପାଳ ସମ୍ପୂର୍ଣ୍ଣ ଓଲଟାଇ ଦେଇଛନ୍ତି।

   ସମ୍ବନ୍ଧିତ ଖବର


ଏଥର ଦଶହରାରେ ଶୁଖିଲା ରହିବ ପାଗ: ୨୯ କିମ୍ବା ୩୦ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା

ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ