PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଏହା ହେଉଛି ‘ବିଶ୍ୱର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ ବାଇକ୍’, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

https://zeenews.india.com/

ନୂଆଦିଲ୍ଲୀ ୧୪/୮: ଡେଟେଲ ଭାରତରେ ନିଜ ନୂଆ ଇଲେକ୍ଟ୍ରିକ୍ ବାଇକ୍ ‘ଡେଟେଲ ଇଜି’(Detel Easy) ଲଞ୍ଚ୍ କରିଦେଇଛି । ଡେଟେଲ୍ ଏକ ଷ୍ଟାର୍ଟଅପ୍ କମ୍ପାନୀ ଯେଉଁଥିରେ ୨୯୯ ଟଙ୍କାରେ ସବୁଠାରୁ ଶସ୍ତା ଫିଚର ଫୋନ୍ ଓ ୩୯୯୯ LED ଟିଭି ମଧ୍ୟ ଲଞ୍ଚ୍ କରିଥିଲା । ନିଜ ଇଲେକ୍ଟ୍ରିକ୍ ବାଇକ ଡେଟେଲ୍ ଇଜିର ଦାମ୍ କମ୍ପାନୀ ୧୯,୯୯୯ ଟଙ୍କା ରଖିଛି ଯେଉଁଥିରେ ଜିଏସଟି ମଧ୍ୟ ସାମିଲ । କମ୍ପାନୀ କହିଛି କି ଏହି ବାଇକର ମେଣ୍ଟେନାନ୍ସ କଷ୍ଟ ବହୁତ କମ୍ । ଡେଟେଲ ଇଜି ଫୁଲ୍ ଚାର୍ଜିଂରେ ୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । କମ୍ପାନୀ କହିଛି କି ଏହି ବାଇକ୍ ବିଶ୍ୱର ସବୁଠାରୁ ଶସ୍ତା ଓ ଭରସାଯୋଗ୍ୟ ଇଲେକ୍ଟ୍ରିକ୍ ବାଇକ୍ । ଏହି ବାଇକକୁ କମ୍ପାନୀର ୱେବସାଇଟ Detel-india.comରୁ କ୍ରୟ କରିହେବ । କମ୍ପାନୀ ବଜାଜ ଫିନସର୍ଭ ସହିତ EMI ଫାଇନାନ୍ସ ସ୍କିମ ପାଇଁ ମଧ୍ୟ ଚୁକ୍ତି କରିଛି ।

Detel Easyରେ କଣ ଖାସ୍
ଏଥିରେ ୬ ପାଇପ୍ ନିୟନ୍ତ୍ରିତ  250W ଇଲେକ୍ଟ୍ରିକ୍ ମୋଟର ଦିଆଯାଇଛି । ଏହି ଦୁଇଚକିଆ ଇଲେକ୍ଟ୍ରିକ୍ ବାହନର ଟପ୍ ସ୍ପିଡ୍ ୨୫ କିଲୋମିଟର ପ୍ରତି ଘଣ୍ଟା । ଏହାର ବ୍ୟାଟେରୀକୁ ୭ରୁ ୮ ଘଣ୍ଟାରେ ଫୁଲ୍ ଚାର୍ଜ କରାଯାଇପାରେ । ବ୍ରେକିଂ ସିଷ୍ଟମ ପାଇଁ ଡ୍ରମ୍ ବ୍ରେକ୍ ଦିଆଯାଇଛି । କମ୍ପାନୀ Detel Easyକୁ ୩ଟି ରଙ୍ଗ ଜେଟ୍ ବ୍ଲାକ୍, ପର୍ଲ ହ୍ୱାଇଟ୍ ଓ ମେଟାଲିକ୍ ରେଡ ରେ  ମାର୍କେଟକୁ ଆଣିଛି । ଗାଡି କିଣିଲେ କମ୍ପାନୀ ଏକ ହେଲମେଟ୍ ମଧ୍ୟ ଫ୍ରି ଦେଉଛି ।

ସମ୍ବନ୍ଧିତ ଖବର