PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ବ୍ରଜରାଜନଗର ଉପନିର୍ବାଚନ ପରେ ଓଡ଼ିଶା ପିସିସି ସଭାପତି ଘୋଷଣା: ଏ. ଚେଲ୍ଲାକୁମାର
  • ||
  • ଭୁବନେଶ୍ୱର: ଆଜି ଇଣ୍ଡିଆନ ଗ୍ରାଁପ୍ରି-୩: ଅମିୟ ଓ ଶ୍ରାବଣୀ ଦୌଡ଼ିବେ, ପ୍ରତିଯୋଗିତାରେ ସାମିଲ ହେବେନି ଦୂତି
  • ||
  • କଟକ : ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୮ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||

ଭିଜିଲାନ୍ସ ହାତରେ ପୋଲିସ ବାବୁ: ଲାଞ୍ଚ ନେବାବେଳେ ଧରାପଡିଲେ ଧଉଳି ଥାନା ଏସ୍ଆଇ

source:nypost.com

ଭୁବନେଶ୍ୱର ୧୨/୨: ଭିଜିଲାନ୍ସ ହାତରେ ପୋଲିସ ବାବୁ । ଲାଞ୍ଚ ନେବାବେଳେ ଧରାପଡିଲେ ଧଉଳି ଥାନା ସବଇନ୍ସପେକ୍ଟର ପ୍ରଦୀପ ମହଲା । ୩୦ ହଜାର ଟଙ୍କା ଲାଞ୍ଚ ନେବାସମୟରେ ଧରିଲା ଭିଜିଲାନ୍ସ । କୌଣସି ଏକ ଜମିଜମା ଗଣ୍ଡଗୋଳ ମାମଲାରେ ଲାଞ୍ଚ ନେଉଥିଲେ ପୋଲିସ ବାବୁ ।

ସମ୍ବନ୍ଧିତ ଖବର