PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ପୁନେରେ ନୂଆ ଘର କିଣିଲେ ଧୋନି

ନୂଆଦିଲ୍ଲୀ ୩୧/୦୫: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପୁନେରେ ଏକ ନୂଆ ଘର କିଣିଛନ୍ତି । ପୂର୍ବରୁ ମୁମ୍ବାଇରେ ତାଙ୍କର ଘର ଥିଲା । ସେ ପତ୍ନୀ ସାକ୍ଷୀଙ୍କ ନାମରେ ଏକ ମନୋରଞ୍ଜନ ପ୍ରଡକସନ୍‌ କମ୍ପାନୀ ଖୋଲିଛନ୍ତି । ଏହାର ନାମ ରହିଛି ‘ଏମ୍‌ଏସ୍‌ଡି ଏଣ୍ଟରଟେନମେଣ୍ଟ’ । ଯାହାର ଅଫିସ ମୁମ୍ବାଇରେ ରହିଛି । ଗତ ବର୍ଷ ଏହି ପ୍ରଡକସନ କମ୍ପାନୀ ପକ୍ଷରୁ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଥିଲା ।

ଆଇପିଏଲ୍‌-୧୪ ଏବେ ସ୍ଥଗିତ ହେବା ପରେ ଧୋନି ଏବେ ରାଞ୍ଚିରେ ନିଜ ଫାର୍ମହାଉସରେ ରହୁଛନ୍ତି । ଝିଅ ଜିଭା ଓ ପତ୍ନୀ ସାକ୍ଷୀଙ୍କୁ ସମୟ ଦେଉଛନ୍ତି । ନିକଟରେ ପତ୍ନୀ ସାକ୍ଷୀ ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ ପେଜରେ ପୋଷ୍ଟ୍‌ କରିଥିଲେ । ଭିଡିଓଟିରେ ଧୋନି ଏକ ଘୋଡ଼ାର ପିଠିକୁ ଆଉଁସି ଦେଉଥିବା ଦେଖିବାକୁ ମିଳିଛୁ ।’ ପୁନେରେ ଯେଉଁ ନୂଆ ଘର ଧୋନି କିଣିଛନ୍ତି ସେ ସଂପର୍କରେ ବିସ୍ତୃତ କିଛି ଜଣା ପଡ଼ିନାହିଁ । ତେବେ ସେ ଇଷ୍ଟଡୋ ପ୍ରେସିଡେନସିଆଲ ସୋସାଇଟିରେ ନୂଆ ଘର ନେଇଛନ୍ତି ।